Odia News Portal
Browsing Tag

swadhikar news

ହାତୀ ଆକ୍ରମଣରେ ଚାଷୀ ମୃତ

ମିଳିଥିବା ସୂଚନା ଅନୁଯାୟୀ, ଆନନ୍ଦ ପ୍ରକାଶ ଖଡ଼ିଆ ଆଜି ସକାଳେ ଗାଁର ପଡ଼ିଆ ଠାରେ ଶୌଚ କରିବା ପାଇଁ ଯାଇଥିଲେ। ମାତ୍ର ସେହି ସମୟରେ ଛଅଟି ଜଙ୍ଗଲି ହାତୀ ସେଠି ଉପସ୍ଥିତ ଥିଲେ ଏବଂ ହଠାତ୍ ଆନନ୍ଦ ପ୍ରକାଶଙ୍କୁ ଘେରି ଆକ୍ରମଣ କରିଥିଲେ। ଜଣେ ହାତୀ ଆନନ୍ଦକୁ ଗୋଡ଼ରେ ଚିପି ଦେଇ ଗୁରୁତର ଆହତ…

ବରୁଣେଇରେ ବାର୍‌ହା ଆତଙ୍କ: କଟକଣା ଜାରି କଲା ବନ ବିଭାଗ

ଗତକାଲି ବରୁଣେଇ ପାହାଡ଼ରେ ବାର୍‌ହା ଆକ୍ରମଣ ଘଟଣା ପରେ ବନ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ପାହାଡ଼ ଉପରକୁ ଯିବା ନିମନ୍ତେ ଜନସାଧାରଣଙ୍କୁ ବାରଣ କରାଯାଇଛି। ଜଙ୍ଗଲର ଜୀବଜନ୍ତୁ ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବରୁଣେଇ ପାହାଡ଼ ଉପରକୁ ଚଢ଼ିବା ମନାଥିଲା। ଗତକାଲିର ବାର୍‌ହା ଆକ୍ରମଣ…

ନଈକୂଳରୁ ମହିଳାଙ୍କୁ ଝାମ୍ପିନେଲା କୁମ୍ଭୀର

ନଈ ଭିତରେ ଏକ ବିଶାଳ କୁମ୍ଭୀର ଜଣେ ମହିଳାଙ୍କୁ ପାଣିରେ ବୁଡ଼ାଇ ମାରୁଥିବାର ଲୋମଟାଙ୍କୁରା ଦୃଶ୍ୟକୁ ଆଜି ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ର କନ୍ତିଆ ଗ୍ରାମବାସୀ। ଘଟଣାଟି ସଭିଁଙ୍କୁ ହତବାକ୍‌ କରିଥିବାବେଳେ କୁମ୍ଭୀରକୁ ନେଇ ବରୀ ବ୍ଲକ୍‌ର ବୋଦୁଅ ପଞ୍ଚାୟତ…

ରାସ୍ତାକଡ଼ ଘରକୁ ଧକ୍କା ଦେଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାର

ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ନିକଟସ୍ଥ ରାସ୍ତାକଡ଼ରେ ଥିବା ଅନିରୁଦ୍ଧ ମାଝୀଙ୍କ ଘରକୁ ମଧ୍ୟ ରାତିରେ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଘରେ ଶୋଇଥିବା ପରିବାର ଅଳ୍ପକେ ବର୍ତ୍ତିଯାଇଥିଲେ। ଗାଡ଼ି ଚାଳକ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲା। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଟ୍ରକ୍‌…

ଆଇସିୟୁ ନେଲା ଜୀବନ, ନିଆଁ ଲାଗିବାରୁ ୮ଜଣଙ୍କ ମୃତ୍ୟୁ

ଆଇସିୟୁ ନେଲା ଜୀବନ। ନିଆଁ ଲାଗିବାରୁ ହେଲା ୮ଜଣଙ୍କ ମୃତ୍ୟୁ। ରବିବାର ବିଳମ୍ବିତ ରାତିରେ ଜୟପୁରର ସୱାଇ ମାନ ସିଂହ (ଏସଏମଏସ) ହସ୍ପିଟାଲର ଟ୍ରମା ଇଣ୍ଟେନ୍ସିଭ କେୟାର ୟୁନିଟ୍ (ଆଇସିୟୁ)ରେ ଏକ ବଡ଼ ଅଗ୍ନିକାଣ୍ଡ ଘଟି ୮ ଜଣ ରୋଗୀଙ୍କ ଜୀବନ ଯାଇଥିବା‌ ଜଣାଯାଇଛି। ହସ୍ପିଟାଲ ଅଧିକାରୀମାନେ…

ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି: ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ କରିବେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆପଡ଼ା ଗସ୍ତରେ ଆସୁଛନ୍ତି। ସେ ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ତଥା ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଭୁବନେଶ୍ୱର…

ଢେଙ୍କାନାଳରେ ମହାବଳ! ଛତିଶଗଡ଼ରୁ ଆସି ଓଡ଼ିଶାରେ ଘୂରି ବୁଲୁଛି

ଅନୁଗୁଳରେ ମହାବଳ ବାଘର ପାଦ ଚିହ୍ନ ମିଳିବା ପରେ ସତର୍କ ‌ହୋଇଛି ବନବିଭାଗ। ବାଘର ଗତିବିଧି ଜାଣିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଥିଲେ ହେଁ ବାଘର କିଛି ଟେର୍‌ ମିଳୁନି। ଅପରପକ୍ଷରେ ଢେଙ୍କାନାଳ ବନଖଣ୍ଡରେ ଏକ ଗାଈକୁ ବନ୍ୟପ୍ରାଣୀ ଆକ୍ରମଣ କରିଥିବାରୁ ବାଘ ଢେଙ୍କାନାଳ…

ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ: କୁମାର ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ

ପୂର୍ଣ୍ଣ ଚନ୍ଦ୍ରର ଶୁଭ୍ର ଆଲୋକମାଳାରେ ଆଶିଷ ବାଢ଼ିବା ପାଇଁ ଧରାକୁ ଓହ୍ଲାଇବେ ମା’ ଗଜଲକ୍ଷ୍ମୀ। ମା’ଙ୍କୁ ଆବାହନ କରିବା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ବିଭିନ୍ନ ସଂଗଠନ ଓ କ୍ଲବ୍‌ ପକ୍ଷରୁ ସ୍ବତନ୍ତ୍ର ପୂଜା ମଣ୍ଡପରେ ମା’ ବିରାଜମାନ କରିବେ। ୨୦ରୁ ଊର୍ଧ୍ବ ପୂଜା ମଣ୍ଡପରେ ମା’…

ପିଓକେ ଭାରତର ଏକ ଅଂଶ, ନିଶ୍ଚିତ ଫେରାଇଆଣିବୁ: ଭାଗବତ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତର ଘରେ ଏକ କୋଠରୀ ଭାବରେ ବର୍ଣ୍ଣନା କରିଛନ୍ତି | ସେ କହିଛନ୍ତି ଯେ ଏହି କୋଠରୀ ଭାରତର ଏକ ଅଂଶ ଏବଂ ଏହାକୁ ଦିନେ ଫେରାଇ ଆଣିବାକୁ ପଡିବ। ମଧ୍ୟପ୍ରଦେଶର ସତନାରେ ଏକ କାର୍ଯ୍ୟକ୍ରମରେ…

କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ

କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ସହର ହେଉଛି ହଜାର ବର୍ଷର ସହର। ଭାଇଚାରାର ଅନନ୍ୟ ନିଦର୍ଶନ…