ଓଡ଼ିଶା ବଜେଟ : ଡାଲଖାଇ ଯୋଜନାରେ ୨୨୦ କୋଟି, ରେୟାର ଆର୍ଥ ଓ ଫିଟ୍ ଓଡ଼ିଶା ମିଶନ ପାଇଁ ବ୍ୟୟ ବରାଦ
ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବାର୍ଷିକ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟ ଆକାର ୩ ଲକ୍ଷ ୧୦ ହଜାର କୋଟି ରହିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ଅଧିକ । ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ମୋହନ ସରକାର ୨ ଲକ୍ଷ ୯୦ ହଜାର କୋଟି ବ୍ୟୟ ବରାଦ…
