ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ବନ୍ଧା ହେଲେ ୨୫ ଗ୍ରାମବାସୀ
ଗୁଣି ସନ୍ଦେହରେ ହତ୍ୟା ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ୨୫ ଗ୍ରାମବାସୀ ଗିରଫ । କଟକ ମବ୍ ଲିଞ୍ଚିଂ ଘଟଣାରେ ହତ୍ୟା ଓ ଶବ ପୋଡ଼ିବା ଅଭିଯୋଗରେ ୨୫ ଗିରଫ, ଥରିଲା ସାରା ଗାଁ । ଆଧୁନିକ ସମାଜରେ ଆଜି ବି ଅନ୍ଧବିଶ୍ୱାସ କେତେ ଭୟଙ୍କର ରୂପ ନେଇପାରେ, ତାର ଏକ ଅତି ବର୍ବର ଚିତ୍ର…
