ବର୍ଷକର ରିପୋର୍ଟ କାର୍ଡ ଦେଲେ ପ୍ରଭାତୀ
ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉତ୍କର୍ଷ ନିମାପଡା ସମ୍ମିଳନୀରେ ବର୍ଷକର ରିପୋର୍ଟ କାର୍ଡ ଦେଲେ । ୧୧ଟି ପ୍ରସଙ୍ଗରେ ଲୋକେ ରଖିଲେ ମତ, ଶୁଣିଲେ ଅଧିକାରୀ । ନିର୍ୱାଚନ ବେଳେ କଥା ଦେଇଥିଲି, ଅଫିସର ଆପଣଙ୍କ ଦାଣ୍ଡକୁ ଯିବେ । ୧୧ଟି ବିଭାଗର ୩୩ ଜଣ!-->…
