Odia News Portal
Browsing Tag

swadhikar news

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର

ବୀରମିତ୍ରପୁର ସୀମାନ୍ତ ଝାଡ଼ଖଣ୍ଡର ବାଉଁଶଯୋର ଥାନା ଅନ୍ତର୍ଗତ ପାହାଡ଼ଟୋଲି ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣକ ବୀରମିତ୍ରପୁର ବ୍ରାହ୍ମଣମରା ବସ୍ତିର ମୀରା ତିର୍କି। ମିଳିଥିବା ସୂଚନା ଅନୁଯାଇ ମୀରା ତିର୍କିଙ୍କୁ କୌଣସି ଦୁର୍ବୃତ୍ତ ଧାରୁଆ

ବେଙ୍ଗାଲୁରୁ ଦଳାଚକଟା: ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା ଆରସିବି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବେଙ୍ଗାଲୁରୁ ଦଳାଚକଟାରେ ପ୍ରାଣ ହରାଇଥିବା ପରିବାର ପାଇଁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି ଏବଂ ଆହତଙ୍କ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିବ ବୋଲି ମଧ୍ୟ କହିଛି। ଫାଇନାଲରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ)କୁ ୬ ରନରେ

ୟୁନିଟ୍ -୧ରେ ବେଆଇନ ନିଶାଦ୍ରବ୍ୟର ପସରା, ଆଜି ବି ଚାଲିଛି ରେଡ୍

ଆଜି  ଦ୍ୱିତୀୟ ଦିନରେ ରାଜଧାନୀ ଭୁବନେଶ୍ବରରେ ରେଡ୍ କରୁଛି ଏସଟିଏଫ୍ ଟିମ୍ । ୟୁନିଟ୍ -୧ ହାଟରେ ଦ୍ୱିତୀୟ ଦିନରେ ରେଡ୍ ଚାଲିଛି । ଡ୍ରଗ୍ସ କଣ୍ଟ୍ରୋଲର ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଉଛି । ଗୁଟଖା, ପାନ ମସଲା, ନିକୋଟିନ୍, ମାଦକ ଦ୍ରବ୍ୟ, ବେଆଇନ ନିଶା କାରବାର

ବାପାଙ୍କ ମୁତ୍ୟୁକୁ ବରଦାସ୍ତ କରିପାରିଲାନି ଝିଅ; ବଞ୍ଚିବାକୁ ନଚାହିଁ କୂଅକୁ ଡେଇଁଲା

ବାପା ଓ ଝିଅ ମଧ୍ୟରେ ରକ୍ତ ସମ୍ପର୍କର ନିବିଡତା ଯେ କେତେ ଥାଏ, ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାରଙ୍ଗ ଥାନା ଦାଢାପାଟଣା ଗ୍ରାମରେ। ଯକୃତଜନିତ ସମସ୍ୟାର ସାମ୍ନା କରିଥିବା ଏବଂ ଚିକିତ୍ସାଧିନ ଥିବା ବାପାଙ୍କ ମୃତ୍ୟୁ ପରେ କଲେଜ ପଢୁଆ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛି।

ରାଜ୍ୟ ସରକାରଙ୍କ ପ୍ରଥମ ବାର୍ଷିକୀରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ ୫୦୦ ବିଦ୍ୟାଳୟ

ଗ୍ରାମାଞ୍ଚଳର ଶିକ୍ଷା ଭିତ୍ତିଭୂମିକୁ ଶକ୍ତିଶାଳୀ କରିବା ଉଦ୍ଦେଶରେ ରାଜ୍ୟ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ସରକାର ରାଜ୍ୟବ୍ୟାପି ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଆଗାମୀ ସପ୍ତାହରେ ଭିତ୍ତିପ୍ରସ୍ତର ସ୍ଥାପନ

ଯୁବକଙ୍କୁ ଗରମ ପାଣି ଫିଙ୍ଗି ମାରିଦେଲେ

ଜଣେ ବ୍ୟକ୍ତିଙ୍କୁ ଗରମ ପାଣି ଫିଙ୍ଗି କଲବଲ କରି ହତ୍ୟା । ଏନେଇ ଗ୍ରାମାଞ୍ଚଳ ଥାନା ବନ୍ଧଗାଁରେ କଲବଲ କରି ମାରିବା ଅଭିଯୋଗ ହୋଇଛି । ଘର କାମ ପାଇଁ ଜଣେ ଶ୍ରମିକକୁ ଡାକି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାର ଲୋକେ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ଏତଲା ପରେ ପୋଲିସ

 ଶାଳୀଙ୍କୁ ବିଚ୍‌ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ

ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହୋଇପାରନ୍ତି…

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହୋଇପାରନ୍ତି ସାମିଲ । ଜୁନ ୧୧ କିମ୍ବା ୧୨ ତାରିଖରେ ଓଡ଼ିଶା ଆସିବା ସମ୍ଭାବନା ରହିଛି । ବର୍ଷ ପୂର୍ତ୍ତିକୁ ଉତ୍ସବ ଭାବେ ନୁହେଁ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳନ କରିବେ

ତେଜୁଛି ନିମାପଡ଼ା ରାଜନୀତି

ପ୍ରଭାତୀ ପରିଡ଼ା ଓ ସମୀର ଦାସଙ୍କୁ ନେଇ ସରଗରମ ନିମାପଡ଼ା ରାଜନୀତି । ନିମାପଡ଼ାର ପୂର୍ବତନ ବିଧାୟକ ସମୀର ଦାସଙ୍କ ପ୍ରତିକ୍ରିୟା ଉପରେ କଡ଼ା ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀ କହିଛନ୍ତି, ପରିବାରରେ ଯେଉଁ ମାନେ ବଡ଼ ରୁହନ୍ତି ସେମାନଙ୍କର ପିଲାମାନଙ୍କଠୁ

ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନର ବିକାଶ ଲାଗି ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି : ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନର ବିକାଶ ଲାଗି ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି । ଜିଲ୍ଲାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟରେ ୧୨ ଟି ଶିଳ୍ପ ପ୍ରକଳ୍ପ ନିର୍ମାଣ ହେବ। ପ୍ରାୟ ୧୫ ଲକ୍ଷ କର୍ମଚାରୀ ନିଯୁକ୍ତି ହେବେ। ଏନେଇ ଗୁରୁବାର ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ