୫ଟନ ବିସ୍ଫୋରକରୁ ୩.୮ ଟନ ଜବତ: ଡିଜିପି
ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ ଘଟଣାରେ ଡିଜିପି ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି । କହିଛନ୍ତି, ଲୁଟ ହୋଇଥିବା ୫ ଟନ ବିସ୍ଫୋରକରୁ ୩.୮ ଟନ ଜବତ ହୋଇଛି । ୨୭ ତାରିଖ ରାତିରୁ ଆରମ୍ଭ ହୋଇଥିବା ଅପରେସନ ଜାରି ରହିଛି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଆଇଟି ତଦନ୍ତ ଜାରି!-->…
