ଖରା ବଢ଼ିଲେ ଅଙ୍ଗନବାଡ଼ି ବନ୍ଦ କରାଯିବ, ଛୁଆଙ୍କ ଖାଦ୍ୟ ଘରକୁ ପଠାଯିବ: ମନ୍ତ୍ରୀ
ପ୍ରବଳ ଖରା ସାଙ୍ଗକୁ ରାଜ୍ୟରେ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ସକାଳ ୮ଟା ହେଲା ମାତ୍ରେ ଟାଣ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପଶ୍ଚିମ ଓଡ଼ିଶାରେ ସ୍ଥିତି ଆହୁରି ଖରାପ। ରାଜ୍ୟରେ ଏବେ ସକାଳୁଆ ସ୍କୁଲ ଜାରି ଥିବା ବେଳେ ପିଲାମାନେ ସାଢ଼େ ୧୦ଟାରେ ଘରକୁ ଆସିଲା ବେଳକୁ ଭାରି କଷ୍ଟ!-->…
