ଆଇନମନ୍ତ୍ରୀଙ୍କ ବଡ ବୟାନ ରତ୍ନଭଣ୍ତାର ନଥିଲା ସୁରକ୍ଷା : ସ୍ନାନ ଯାତ୍ରା ପୂର୍ବରୁ କାମ ସରିବା ନେଇ ପ୍ରୟାସ ଜାରି
ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନ ଭଣ୍ଡାର ମରାମତି ଚୁଡାନ୍ତ ସ୍ଥିତିକୁ ଆସିଲାଣି । ନିତିକାନ୍ତି ବ୍ୟାଘାତ ନ କରି ମରାମତି କାମ ଚାଲିଛି । ଦିନରେ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ମରାମତି କାମ ଚାଲିଛି । ରତ୍ନ ଭଣ୍ଡାରର ଯେତିକି ଡ୍ୟାମେଜ ହୋଇଥିଲା , ଯଦି ମରାମତି!-->…
