Odia News Portal
Browsing Tag

swadhikar news

ନାଗାବଳୀ ଟ୍ରେନ୍ ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହୃଦଘାତରେ ମୃତ୍ୟୁ ସୂଚନା

ନାଗାବଳୀ ଟ୍ରେନ୍ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି ପୁଲିସ। ତାଙ୍କୁ ସମ୍ବଲପୁର ଜିଲ୍ଲା ବଡ଼ରମାର ପ୍ରସାଦୀ ବାଗ ଭାବରେ ଚିହ୍ନଟ କରାଯାଇଛି।. ସେ ସିକନ୍ଦରାବାଦରେ କାର୍ଯ୍ୟ କରୁଥିଲେ। ନିଜ ସମ୍ବଲପୁର ଫେରୁ ଥିବା ବେଳେ ବାଟରେ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା

ଓସିଏକୁ କାରଣ ଦର୍ଶାଅ ନୋଟିସ୍ , ୧୦ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ବାରବାଟୀ ଦିନିକିଆରେ ବିଭ୍ରାଟ ଘଟଣା । ଓସିଏକୁ କାରଣ ଦର୍ଶାଅ ନୋଟିସ୍ । ନୋଟିସ୍ କଲା କ୍ରୀଡା ବିଭାଗ । କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ୧୦ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ଫ୍ଲଡ୍ ଲାଇଟ୍ ବନ୍ଦ ଯୋଗୁଁ ୩୦ ମିନିଟ୍ ବନ୍ଦ ରହିଥିଲା ମ୍ୟାଚ୍ । ଅନ୍ତର୍ଜାତୀୟ

ଫେବୃଆରୀ ୧୫ରେ ପୂରିବ ରାସନ କାର୍ଡ E-KYC କଣ୍ଟ, ଅଯୋଗ୍ୟ ହିତାଧିକାରୀ କାର୍ଡ ନଫେରାଇଲେ ଆକ୍ସନ

ରାସନ କାର୍ଡ E-KYC ପାଇଁ ଫେବୃଆରୀ ୧୫ରେ ପୁରିବ କଣ୍ଟ । ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ କରିନାହାନ୍ତି E-KYC । ୬ ଦିନ ଭିତରେ ଅନ୍ୟ E-KYC କରି ଦେବାକୁ ପୁଣି ଅପିଲ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ଆହୁରି ମଧ୍ୟ

ବାରବାଟୀ ଲଢେଇ: ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା

ଆଉ କେଇ ଘଣ୍ଟାର ଅପେକ୍ଷା । ତାପରେ ଆରମ୍ଭ ହେବ ବାରବାଟୀ ଲଢେଇ । ମୈଦାନରେ ଇଣ୍ଡିଆ-ଇଂଲଣ୍ଡର ମହାମୁକାବିଲା ଦେଖିବେ ଦର୍ଶକ, ଦେଖିବ ସାରା ବିଶ୍ବ । ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଭିଡ ଜମିଥିବା ବେଳେ ଗେଟରେ ଧିରେଧିରେ ଲୋକଙ୍କୁ ଛଡାଯାଉଛି । ସମସ୍ତେ ଟିମ୍ ଇଣ୍ଡିଆର ବିଜୟ

ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ସଫା

ମାଓ ବିରୋଧୀ ଅପରେସନରେ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ସଂଗଠିତ ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୩୧ଜଣ ମାଓବାଦୀ ସଫା ହୋଇଥିବା ଜଣାଯାଇଛି । ୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଏଥିସହ ୨ ଜଣ ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।

ବାରବାଟୀ ଅଭିମୁଖେ ଦୁଇ ଦଳର ଖେଳାଳି

ବାରବାଟୀ ଅଭିମୁଖେ ଦୁଇ ଟିମ୍ । ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରିଲେ ଦୁଇଟି ଟିମ୍ । ବାରବାଟୀ ଅଭିମୁଖେ ଯାଉଛନ୍ତି ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଟିମ୍ । ପ୍ରଥମେ ହୋଟେଲରୁ ବାହାରି ବାରବାଟୀ ଅଭିମୁଖେ ବାହାରିଛନ୍ତି ଇଂଲଣ୍ଡର ଖେଳାଳି । ପରେ ପରେ ବାହାରିଲେ ଟିମ୍ ଇଣ୍ଡିଆର ଖେଳାଳି ।

ଚାଷୀଙ୍କ ପାଇଁ ବଡ଼ ଖବର: ପୁଣି ବଢ଼ିପାରେ MSP

ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଧାନ ସହ ଡାଲି ଏବଂ ତୈଳଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି ସରକାର। ଶୁକ୍ରବାର ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟଗୁଡ଼ିକର ପ୍ରତିନିଧି ମଣ୍ଡଳୀ ।

ଠୁଳ କରିଥିଲେ ଆୟଠୁ ଅଧିକ ସମ୍ପତ୍ତି, ଗିରଫ ହେଲେ କୋଟିପତି ସରକାରୀ ବାବୁ ଶାନ୍ତନୁ ମହାପାତ୍ର

ଶେଷରେ ଗିରଫ ହେଲେ କୋଟିପତି ସରକାରୀ ବାବୁ ଶାନ୍ତନୁ ମହାପାତ୍ର । ଶାନ୍ତନୁ ମହାପାତ୍ରଙ୍କ ସମେତ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ତାଙ୍କୁ ଲାଞ୍ଚ କାରବାରରେ ସହଯୋଗ କରୁଥିବା ଅନ୍ୟ ୪ଜଣଙ୍କୁ ଗିରଫ କଲା ପୋଲିସ୍ । ମାଲକାନଗିରି କୃଷି ବିଭାଗର ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା

 ରାଜଧାନୀରେ ପ୍ରୟୋଗ ହେବ SMA ଟେକ୍ନୋଲୋଜି,କମିବ ଦୁର୍ଘଟଣା

ରାଜଧାନୀ ଭୁବନେଶ୍ବରର ସବୁ ଛକରେ ପ୍ରୟୋଗ ହେବ ଷ୍ଟୋନ୍ ମାଟ୍ରିକ୍ସ ଆସ୍ପାଲ୍ଟ ବା SMA ଟେକ୍ନୋଲୋଜି। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ଛକରେ ଆରମ୍ଭ କରାଯାଇଛି ଏହି ପଦ୍ଧତି। ପରେ ପରେ ସହରର ପ୍ରମୁଖ ୧୦ଟି ଛକର ରାସ୍ତାରେ କରାଯିବ ଏଭଳି ଧରଣର ସ୍ବତନ୍ତ୍ର କୋଟିଂ। ଯାହାଫଳରେ

ରାଉରକେଲାରେ ମାଲଗାଡ଼ିର ଦୁଇଟି ବଗି ଲାଇନଚ୍ୟୁତ

ସ୍ଥାନୀୟ ମାଲଗୋଦାମ ରେଳସା୍ଇଡିଂରେ ବୁଧବାର ସକାଳୁ ମାଲଗାଡ଼ି ପାଚେରୀ ଭାଙ୍ଗି ବସ୍ତି ଭିତରକୁ ପଶି ଯିବା ଘଟଣାକୁ ଲୋକେ ଭୁଲିପାରି ନଥିବା ବେଳେ ଷ୍ଟିଲ୍‌ ସିଟି ରାଉରକେଲାରେ ପୁଣି ରେଳ ଦୁର୍ଘଟଣା ଘଟିଛି। ଷ୍ଟେସନର ଚାରି ନମ୍ବର ପ୍ଲାଟଫର୍ମ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ମାଲଗାଡିର