ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଲିଙ୍କ୍ ରେ ଖୋଳତାଡ଼: ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା
ଗୁପ୍ତଚର ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ଖୋଲତାଡ଼ । ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା । ପୁରୀ ପୋଲିସ ସହଯୋଗରେ ଯୁବତୀଙ୍କୁ ଜେରା ହୋଇଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଗୁଡେଇତୁଡେଇ ପ୍ରଶ୍ନ କରିଛି IB । ୭ ମାସ ପୂର୍ବେ ପୁରୀ!-->…
