Odia News Portal
Browsing Tag

swadhikar news

ଗନ୍ଧମାର୍ଦନ ପାହାଡ଼ରେ ମାଓ କ୍ୟାମ୍ପ ଠାବ, ଘଟଣାସ୍ଥଳରୁ ଖସି ପଳାଇଲେ ମାଓବାଦୀ

ମାଓ କ୍ୟାମ୍ପ ଠାବ । ବଲାଙ୍ଗିର ଗନ୍ଧମାର୍ଦନ ପାହାଡ଼ରେ ମାଓ କ୍ୟାମ୍ପ ଠାବ । ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ତେବେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି ମାଓବାଦୀ । ପାହାଡ ଉପରେ ମାଓ କ୍ୟାମ୍ପ ଚାଲୁଥିବା ଖବର ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ମୁହାଁମୁହିଁ…

ଭୁଜ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଭୁଜ ଏୟାରବେସରେ ରାଜନାଥ ସିଂହ । ଗୁଜୁରାଟ ସ୍ଥିତ ଲ ଭୁଜ ଏୟାରବେସରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ । ସ୍ବତନ୍ତ୍ର ବିମାନରେ ଯାଇ ପହଞ୍ଚିଲେ ରାଜନାଥ । ବୀର ଯବାନଙ୍କ ସହ କରିବେ ଆଲୋଚନା । ଅପରେସନ ସିନ୍ଦୂର ପରେ ବୀରଙ୍କ ସଫଳତା ଓ ସାହସକୁ ପ୍ରଶଂସା କରି ବାୟୁବୀରଙ୍କ ସହ କରିବେ ଆଲୋଚନା ।…

ବଢ଼ିବ ଭାରତର ପ୍ରତିରକ୍ଷା ବଜେଟ୍

ଅପରେସନ ସିନ୍ଦୂର ପରେ ବଡ଼ ଅପଡେଟ ।  ପ୍ରତିରକ୍ଷା ପାଇଁ ଅତିରିକ୍ତ ୫୦ ହଜାର କୋଟିର ବଜେଟ ।  ମୁଖ୍ୟତଃ ନୁଆ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବା କ୍ଷେତ୍ରରେ ଭାରତ ଏହି ଟଙ୍କା ବ୍ୟବହାର କରିବ । ଏହି ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଆସନ୍ତା ଶୀତ ଅଧିବେଶନରେ ସଂସଦରେ…

ମଶାଣି ଚଣ୍ଡୀ ଛକ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ

ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବୀଭତ୍ସ ହତ୍ୟା। ମଶାଣି ଚଣ୍ଡୀ କମିଟି ସମ୍ପାଦକ ୪୫ ବର୍ଷୀୟ କୁନା ବେହେରା ଲଙ୍କାଗୁଣ୍ଡ ମାଡ଼କରି ଅତି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି। ଗୁରୁବାର ରାତିରେ ଏହି ନାରକୀୟ କାଣ୍ଡ ଘଟିଛି। ହତ୍ୟା ପରେ ଅଭିଯୁକ୍ତ…

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା; ୧୮ ଯାଏଁ ବଢ଼ିଲା ସିଜ୍ ଫାୟାର ଅବଧି

ଭାରତ-ପାକିସ୍ତାନ ମଧ୍ୟରେ ଆସନ୍ତା ୧୮ ଯାଏ ବଢ଼ିଲା ସିଜ୍ ଫାୟାର ଅବଧି । ଖୁବଶୀଘ୍ର ଦୁଇ ଦେଶର DGMO ସ୍ତରୀୟ ବୈଠକ ବସିବ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଚରମ ସୀମାରେ ରହିଛି ଉତ୍ତେଜନା ।ତୀବ୍ର ଉତ୍ତେଜନା ଭିତରେ ୧୦ ତାରିଖରେ ହୋଇଥିଲା ସିଜଫାୟାର । ପରେ ୧୨ ତାରିଖରେ…

ଗାଡିରେ ଏସି ଚଲାଇ ଶୋଇଥିଲେ ବ୍ଲକ ଜେଇ, ମିଳିଲା ମୃତଦେହ

ଗାଡିରେ ଏସି ଚଲାଇ ଶୋଇଥିଲେ ବ୍ଲକ ଜେଇ । ବାଟରୁ ଗାଡି ଭିତରୁ ମିଳିଲା ମୃତଦେହ । ମୃତକ ହେଉଛନ୍ତି, ଚନ୍ଦ୍ର ଶେଖର ଝାଡ଼ିଆ । ସେ ବରଗଡ ବରପାଲିର ହଳଦୀ ପାଳିଛକରେ ଗାଡିରେ Ac ଲଗାଇ ଶୋଇପଡିଥିଲେ । ତେବେ ହଠାତ୍ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଥାଉକି, ବାଟରେ…

ଧରା ପଡିଲା ପାକିସ୍ତାନର ଆଉ ଏକ ମିଛ

ଧରା ପଡିଲା ପାକିସ୍ତାନର ଆଉ ଏକ ମିଛ । ପରାଜୟ ଲୁଚାଇବା ପାଇଁ ପାକିସ୍ତାନ ମିଛ ଖବର କାଗଜ ପ୍ରଚାର ପ୍ରସାର କରିଥିଲା ।  ଫ୍ୟାକ୍ଟ ଚେକ ବେଳେ ଧରିଲା ପାକିସ୍ତାନର ନିଜ ଖବର କାଗଜ ଦି ଡନ । ଯୁଦ୍ଧକୁ ନେଇ ନିଜ ଦେଶର ଲୋକଙ୍କୁ ଭକୁଆ ବନାଇଥିଲା ପାକିସ୍ତାନ । ବ୍ରିଟେନ ଖବରକାଗଜର ନକଲି ପେଡ…

ମହଙ୍ଗା ପଡ଼ିଲା ପାକିସ୍ତାନକୁ ସାହାଯ୍ୟ କରିବା ; ରଦ୍ଦ ହେଲା ତୁର୍କୀ ସେଲେବି କମ୍ପାନୀର ଚୁକ୍ତି

ତୁର୍କୀକୁ ବଡ଼ ଝଟ୍‌କା ଦେଇଛି ଭାରତ । ତୁର୍କୀର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ସର୍ଭିସ ପ୍ରୋଭାଇଡର କମ୍ପାନି ସେଲେବି ଏଭିଏସନର ସୁରକ୍ଷା ଚୁକ୍ତିକୁ ବାତିଲ କରିଛି ଭାରତ । ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏକନାଥ ସିନ୍ଦେଙ୍କ ଶିବସେନା ମୁମ୍ବାଇର…

ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କରିବାକୁ କହିଛନ୍ତି । ମେସିନ ନ ଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ କହିଛନ୍ତି । ଏଥିପାଇଁ ଆଗାମୀ ଦିନରେ ଗାଇଡ଼ଲାଇନ ଅଣ‌ାଯିବ ବୋଲି କହିଛନ୍ତି । …

ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ରାଜଧାନୀ ଭୁବନେଶ୍ବରର ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ଘଟଣା ଦିନର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ତାଙ୍କ ସାଙ୍ଗରେ ଥିବା ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୁଲିସ ତନାଘନା କରୁଛି। ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। …