ବ୍ଲାକ୍ ସ୍ବାନ୍ ସମ୍ମିଳନୀ ଉଦ୍ଯାପିତ: ‘ପ୍ରଯୁକ୍ତିର ଲାଭ ଲୋକଙ୍କୁ ମିଳୁ’
ଆଜି ଆମେ ଏଭଳି ଏକ ସମୟରେ ବଞ୍ଚୁଛେ ଯେତେବେଳେ ପ୍ରଯୁକ୍ତି ଅପ୍ରତ୍ୟାଶିତ ବେଗରେ ଆଗକୁ ବଢ଼ୁଛି। ନୂଆ ନୂଆ ନବସୃଜନ ଏତେ ଶୀଘ୍ର ଆସୁଛି ଯେ ଆମର ବ୍ୟବସ୍ଥା ଏବଂ ବ୍ୟବସାୟ ମଡେଲ୍ଗୁଡ଼ିକ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଛନ୍ତି। ଅଟୋମେସନ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ…
