Odia News Portal
Browsing Tag

swadhikar news

ଆଜିର ରାଶିଫଳ

ମେଷ: ଆଜି, ବୁଧବାର, ୧ ଏପ୍ରିଲ୍, ୨୦୨୬, ଚନ୍ଦ୍ର କନ୍ୟା ରାଶିରେ ରହିବେ । ଚନ୍ଦ୍ର ଆପଣଙ୍କ ରାଶି ତୁଳନାରେ ଷଷ୍ଠ ଘରେ ଅବସ୍ଥିତ । ଆପଣଙ୍କ ଦିନ ଆର୍ଥିକ ଏବଂ ବୃତ୍ତିଗତ ଦୃଷ୍ଟିକୋଣରୁ ଲାଭଦାୟକ ହେବ । ଆପଣ ଆର୍ଥିକ ଲାଭ ସୁନିଶ୍ଚିତ କରିବା ପାଇଁ ଦୀର୍ଘକାଳୀନ ନିବେଶ କରିବାକୁ ଯୋଜନା…

ପାଇଖାନା ଟାଙ୍କିରେ ଖସିପଡ଼ିଥିଲା ହାତୀ ଛୁଆ, ସୁରକ୍ଷିତ ଭାବେ ଉଦ୍ଧାର

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସଦର ରେଞ୍ଜ ଗଦାଶିଳା ସେକ୍ସନ ଅନ୍ତର୍ଗତ ଚାଇଁପୁର ଗ୍ରାମ ମଣିଦେବୀ ଉଚ୍ଚ ବିଦ୍ୟାଳୟ ପଛପଟେ ବାସ କରୁଥିବା ଶ୍ରୀକାନ୍ତ ସାହୁଙ୍କ ପାଇଖାନା ଟାଙ୍କିରେ ଏକ ୩/୪ ବର୍ଷର ହାତୀ ଛୁଆ ଗଳି ପଡ଼ିଥିଲା। ହାତୀ ଛୁଆଟି ଦଳ ଭିତରୁ ବାଟ ହୁଡ଼ି ଚାଲିଆସିଥିଲା…

୧୦ କେଜିରୁ ଅଧିକ ଗଞ୍ଜେଇ ଜବତ, ପୁଲିସ କନଷ୍ଟେବଲ ଗିରଫ

ଗଞ୍ଜେଇ ଚାଲାଣ ଅଭିଯୋଗରେ ବୌଦ୍ଧ ଥାନା ବାଘିଆପଡ଼ା ଫାଣ୍ଡି ପୁଲିସ୍ ଜଣେ କନଷ୍ଟେବଲଙ୍କୁ ଗିରଫ କରିଛି। ତାଙ୍କ ନାଁ ନିଧି ସାହୁ। ସେ ବୌଦ୍ଧ ଜିଲ୍ଲା ବଳସିଙ୍ଗା ପୁଲିସ ରିଜର୍ଭରେ କନଷ୍ଟେବଲ ଭାବେ ନିଯୁକ୍ତ ହୋଇଥିଲେ।ଗଞ୍ଜେଇ ଚାଲାଣ ଅଭିଯୋଗରେ ବୌଦ୍ଧ ଥାନା ବାଘିଆପଡ଼ା ଫାଣ୍ଡି ପୁଲିସ୍ ଜଣେ…

ସେପ୍ଟିକ୍‌ ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଶ୍ଵାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର

ନବନିର୍ମିତ ସେପ୍‌ଟିକ୍ ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ମହୁଲିପାଲି ଥାନା କେଶାଇବାହାଲ ଗାଁରେ।ଏକ ନବନିର୍ମିତ ସେପ୍‌ଟିକ୍ ଟାଙ୍କିର…

ହାଇକୋର୍ଟ ଗେଟ୍ ସମୁଖରେ ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳିଲା ଗାଡ଼ି

ହାଇକୋର୍ଟ ଗେଟ ସମୁଖରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଯାହା ଫଳରେ ଗୋଟିଏ ସ୍କୁଟର, ଦୁଇଟି ବାଇକ ଓ ଗୋଟିଏ ସ୍କର୍ପିଓ ପୋଡି ପାଉଁଶ ହେଇଯାଇଛି । ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଲିଭାଇବାରେ ସକ୍ଷମ ହୋଇଛି । ଏଭଳି…

ବଢ଼ିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ, ତ୍ୱରାନ୍ୱିତ ହେବ ନିର୍ମାଣ କାର୍ଯ୍ୟ

ବଢ଼ିବ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ । ପ୍ରକଳ୍ପ ଅଟକଳ ବଢାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ । ରାଜ୍ୟରେ ଆରମ୍ଭ…

ନାଳନ୍ଦା ଶୀତଳା ମନ୍ଦିରରେ ପୂଜାର୍ଚ୍ଚନା ବେଳେ ଦଳାଚକଟା, ଏକାଧିକ ଶ୍ରଦ୍ଧାଳୁ ମୃତ

ବିହାରର ପ୍ରସିଦ୍ଧ ମା' ଶୀତଳାଙ୍କ ମନ୍ଦିରରେ ବଡ଼ ଅଘଟଣ । ଦଳାଚକଟାରେ 8 ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଆଜି (ମଙ୍ଗଳବାର) ବିହାର ଶରିଫ ମାଘରାଠାରେ ଥିବା ପ୍ରସିଦ୍ଧ ମା' ଶୀତଳା ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ସ୍ଥିତି ଉପୁଜିଥିଲା ।…

SCB ମେଡିକାଲ୍ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିରୋଧୀ

କଟକ SCB ମେଡିକାଲ୍ କଲେଜ ଅଗ୍ନିକାଣ୍ଡ ଘଟଣାକୁ ନେଇ ତୀବ୍ର ହେଉଛି ରାଜନୀତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିରୋଧୀ । ବିଜେଡି, କଂଗ୍ରେସ ଏବଂ ସିପିଆଇଏମ୍ ବିଧାୟକମାନେ ଲୋୟର୍ ପିଏମଜିରେ ଗଣଧାରଣା ଦେବା ପରେ…

ବଲାଙ୍ଗିର ଚାଷୀଙ୍କ ଲକ୍ଷାଧିକ ଧାନ ଟଙ୍କା ହଡ଼ପ: ପ୍ୟାକ୍ସ ସମ୍ପାଦକ ଓ ଡାଟା ଅପରେଟର ଗିରଫ୍

ବଲାଙ୍ଗିର ଚାଷୀ ମଣ୍ଡିରେ ଧାନ ଦେଇ ମଧ୍ୟ ପାଇଲେନି ତାଙ୍କ ଧାନ ବିକା ଟଙ୍କା । ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ଡିଆରସିଏସ ଏହାର ତଦନ୍ତ ପରେ ଦେଲେ ଥାନାରେ ଏତଲା । ଯାହା ଫଳରେ ଜଣେ ପ୍ୟାକ୍ସ ସମ୍ପାଦକ ଓ ଜଣେ ଡାଟା ଅପରେଟର ଗିରଫ ହୋଇଛନ୍ତି । ୧୧ ଜଣ ଚାଷୀଙ୍କ ୪୫୫ କ୍ବିଣ୍ଟାଲରୁ ଅଧିକ ଧାନର…

କଳାବଜାରୀଙ୍କ ଉପରେ ରହିବ ନଜର, ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କଳାବଜାରୀଙ୍କ ଉପରେ ରହିବ ନଜର । ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ । ଜରୁରୀ ସାମଗ୍ରୀର ଯୋଗାଣ ପାଇଁ ଜିଲ୍ଲାପାଳ ମାନଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନହୁଏ, ସେଥିପାଇଁ…