Odia News Portal
Browsing Tag

swadhikar news

ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ, କହିଲେ- ମୋତେ ରାହୁଲ ଗାନ୍ଧି ଠେଲିଦେଲେ

ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେଇଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି ଖୋଦ ପ୍ରତାପ ଷଡଙ୍ଗୀ। ଗୁରୁତର ଅବସ୍ଥାରେ ତାଙ୍କୁ ରାମ

ଆକ୍ସନ ମୁଡରେ ଇଡି; ଦ୍ୱିତୀୟ ଦିନରେ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍‌

ଆକ୍ସନ ମୁଡରେ ଇଡି। ଆଜି ବି ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଚଢ଼ାଉ କରିଛି ଇଡି। ଦ୍ୱିତୀୟ ଦିନରେ ପ୍ରମିଳାଙ୍କ ଭାଇଙ୍କ ଘରେ ଏହି ଚଢ଼ାଉ ଚାଲିଛି। ସମ୍ବଲପୁରର ବାଣିପାଲିରେ ଥିବା ଘରେ ରେଡ୍ ଚାଲିଥିବା ଜଣାଯାଇଛି।

 ପ୍ରମିଳାଙ୍କ ଭାଇ ଘରେ ଘାଣ୍ଟୁଛି ED; ୨୩୧ କୋଟି ଠକେଇ ଅଭିଯୋଗରେ ରେଡ୍

ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରୁଛନ୍ତି । ଏହି କ୍ରମରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍ ଆରମ୍ଭ ହୋଇଛି। ବିଶ୍ବ NGO ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା EDର ରେଡ୍ ଚାଲିଛି ।  ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ଚାଲିଛି

ଗ୍ରାମାଂଚଳରେ ଆବାସ ପାଇଁ ଚାଲିଛି ସର୍ଭେ : ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା, ୨ ମାସ ଭିତରେ ସରିବ ସର୍ବେକ୍ଷଣ

ଦୁଇ ମାସରେ ସରିବ ଆବାସ ସର୍ଭେ ।ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି । ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି । ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି । ଯେଉଁମାନେ ବି ଆବାସ ପାଇବାରୁ ବାଦ ପଡ଼ିଛନ୍ତି । କାହାକୁ ବାଦ ଦିଆଯିବ ନାହିଁ । ବ୍ୟବସ୍ଥା ଲୋକଙ୍କ ପାଖରେ

ସିବିଆଇ ସମନ ସ୍ୱତ୍ତେ ଦିଲ୍ଲୀରେ ଥିଲେ ବିଷ୍ଣୁପଦ ସେଠୀ

 ସିବିଆଇ ସମନ ସତ୍ବେ ଦିଲ୍ଲୀ ଯାଇଥିଲେ ବିଷ୍ଣୁପଦ ସେଠୀ  । ହାଜର ନହୋଇ ହୋଟେଲରେ ଥିଲେ ଆଇଏଏସ ବାବୁ । ୧୧ରୁ ୧୩ ଯାଏଁ ଅଶୋକା ହୋଟେଲରେ ଥିଲେ ବିବାଦୀୟ ଆଇଏଏସ ଅଧିକାରୀ  । ସେପଟେ ଆଜି ସିବିଆଇରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । ଦିନ ୧୨ଟା ସୁଦ୍ଧା ହାଜର ହେବା ପାଇଁ

ସାଇବର ସଚେତନତାମୂଳକ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ସମ୍ପ୍ରତି ସାଇବର ଅପରାଧ ଚିନ୍ତାଜନକ ପାଲଟିଥିବା ବେଳେ ସାମ୍ବାଦିକ ଶୁଭକାନ୍ତ ପଢ଼ିହାରୀଙ୍କ ଦ୍ବାରା ରଚିତ ସଚେତନତା ପୁସ୍ତକ ‘ସାଇବର ଅପରାଧ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ବିଧାନସଭାର ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ପୁସ୍ତକକୁ ଗତ ୧୧ ତାରିଖରେ ଉନ୍ମୋଚନ

ପୁରୀ, ଭୁବନେଶ୍ୱର, କଟକକୁ ରିଂ ରୋଡ଼: ମନ୍ତ୍ରୀ

ପୁରୀ, ଭୁବନେଶ୍ୱର ଓ କଟକକୁ ରିଂ ରୋଡ଼ ନିର୍ମାଣ କରାଯିବ । ଯୋଜନା ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଉତ୍ତରାଧିକାରୀ ସୂତ୍ରରେ ବହୁ ସମସ୍ୟ ଆମକୁ ମିଳିଛି । ୨୪ ବର୍ଷ ଓ ୬ ମାସ ମଧ୍ୟରେ ଫରକ ଅଛି , ଦେଇଥିବା ପ୍ରତିଶୃତି ଆମେ ପାଳିବୁ ।

ଦୋଷ ହୋଇଥିଲେ କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ବିଷ୍ଣୁପଦ ସେଠୀଙ୍କ ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମାମଲା ରେ ସିବିଆଇ ତଦନ୍ତ କରୁଛି । ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ସରକାର ଚିନ୍ତା କରିବେ । ଆରମ୍ଭରୁ କହିଛୁ, ଦୁର୍ନୀତି ପାଇଁ ଶୂନ ସହନଶୀଳତା ନୀତି । ଯିଏ ବି ଦୋଷୀ ହୁଅନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ରଥକାଠ ଅନୁକୂଳ ପାଇଁ ନୟାଗଡ଼ ଗଲା ମାଳ, ମାହାର୍ଦ୍ଦ

ରଥଯାତ୍ରାର ଆଦ୍ୟ ପର୍ବ ଆଜିଠାରୁ ଆରମ୍ଭ ‌ହୋଇଛି। ଆସନ୍ତାବର୍ଷ ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ କାଟିବାକୁ ଅନୁମତି ଦେବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନର ୩ଜଣିଆ ଦଳ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ, ଲାଗି ଖଣ୍ଡୁଆ, ନଡ଼ିଆ ଆଦି ନେଇ ଆଜି ନୟାଗଡ଼ ଗସ୍ତ କରିଛନ୍ତି। ନୟାଗଡ଼ ବନଖଣ୍ଡ

ୱାନ ନେସନ ୱନ ଇଲେକ୍ସନ ବିଲ୍ ଆଗତ

ୱାନ ନେସନ ୱନ ଇଲେକ୍ସନ ବିଲ୍ ଲୋକସଭାରେ ଆଗତ । ବିଲ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ୍ । ବିଲ୍ ଉପରେ ବିତର୍କ । ବିରୋଧି କଂଗ୍ରେସ ର ଯୋରଦାର ବିରୋଧ । ସମାଜବାଦୀ ପକ୍ଷରୁ ମଧ୍ୟ ବିଲ୍ କୁ ବିରୋଧ । ଟିଡିପି ଓ ଜେଡି (ୟୁ )ପକ୍ଷରୁ ସମର୍ଥନ କରି ବିରୋଧ । ସରଗରମ ହେବ