ଖଣି ମାଫିଆଙ୍କ ବିରୋଧରେ ହେଉ କଡା ଆକ୍ସନ,ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କୁସୁମ ଟେଟେ
ବର୍ଷ ବର୍ଷ ଧରି ସୁନ୍ଦରଗଡରେ ଚାଲିଛି କଳା ହୀରାର କଳା କାରବାର । ଦିନରାତି ବେଧଡକ କୋଇଲା ବୋହି ନେଉଛନ୍ତି ମାଫିଆ । ଏଥିରେ କିଛି ସରକାରୀ ବାବୁଙ୍କ ହାତ ଥିବା ନେଇ ଆସିଛି ସଂଗୀନ ଅଭିଯୋଗ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ମାଫିଆଙ୍କ ବିରୋଧରେ କଡା ଆକ୍ସନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ!-->…
