ମରିଚି କୁଣ୍ଡ ଜଳ ନିଲାମ, ପ୍ରଥମ ଗରାକୁ ୨୧ ହଜାରରେ ନେଲେ କଟକର ଦମ୍ପତି
ନିଲାମ ହୋଇଛି ମରିଚି କୁଣ୍ଡର ପବିତ୍ର ଜଳ । ପ୍ରଥମ ଗରା ପାଣିକୁ ୨୧ ହଜାରରେ ନିଲାମ ହୋଇଛି ।ଯାହାକୁ କିଣିଛନ୍ତି କଟକ ଦାମୋଦରପୁରର ଜିତେନ୍ଦ୍ର ମହାରଣା ଓ ଜ୍ୟୋସ୍ନା ମହାରଣା । ପ୍ରଥମ ଗରା ପାଇଁ ସରକାରୀ ନିଲାମ ଡ଼ାକ ଥିଲା ୨୦, ୧୦୦ ଟଙ୍କା ।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ!-->!-->!-->…
