Odia News Portal
Browsing Tag

swadhikar news

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ, ଯାତ୍ରୀ ସୁରକ୍ଷିତ

ବଡ଼ ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ। ସବିରା ଷ୍ଟେସନରେ ନ୍ୟୁ ଜଲପାଇଗୁଡ଼ି -ଚେନ୍ନାଇ ସୁପରଫାଷ୍ଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଇଞ୍ଜିନରେ ତ୍ରୁଟି ଯୋଗୁଁ ବାଲେଶ୍ବର ସବିରା ଷ୍ଟେସନରେ ଟ୍ରେନ ଅଟକି ରହିଛି। ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଟ୍ରେନ ଠିକ୍ ହେବାକୁ

ମୋ ବସରେ ଲାଗିଲା ନିଆଁ ; କଟକ ବିରୂପା ବ୍ୟାରେଜ ନିକଟରେ ଅଘଟଣ

ମୋ ବସରେ ଲାଗିଲା ନିଆଁ । କଟକ ବିରୂପା ବ୍ୟାରେଜ ନିକଟରେ ବସରେ ଲାଗିଲା ନିଆଁ। ପ୍ରଥମେ ବସରୁ ଧୂଆଁ ବାହାରିବାରୁ ବସକୁ ରୋକାଯାଇଥିଲା,ଏବଂ ସବୁ ଯାତ୍ରୀ ଓହ୍ଲାଇପଡିଥିଲେ। ଧୂଆଁକୁ ଆୟତ୍ତ କରିଥିଲେ ସ୍ଥାନୀୟ ଲୋକେ। ସୂଚନା ଅନୁସାରେ, ପାଖାପାଖି ୭୦ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ

ନୀତିଶଙ୍କୁ ନେଇ ଟଣାଓଟରା : ଆରଜେଡି କହିଲା, ଆମ ସହ ମିଶିବେ ବୋଲି ଦିଲ୍ଲୀ ଗଲେନି

୨୭ ବର୍ଷ ପରେ ବିଜେପି ଦଖଲରେ ଦିଲ୍ଲୀ । ଏଥର ରେଖା ଗୁପ୍ତାଙ୍କ ସରକାର । ଏତେଦିନ ପରେ ରାଜଧାନୀରେ ବିଜେପି ସରକାର କରିଥିବାରୁ ନେତା ଓ କର୍ମୀ ସମସ୍ତେ ଖୁସି ଥିଲେ । ସେଇଥି ଲାଗି ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ନେତା , କେନ୍ଦ୍ରମନ୍ତ୍ରୀଙ୍କ ଗହଳି ଦେଖିବାକୁ ମିଳିଥିଲା ରାଜଧାନୀ

ବିଧାନସଭାରେ ମାହାଙ୍ଗା ତାତି

ବିଧାନସଭାରେ ଉଠିଲା ମାହାଙ୍ଗା ତାତି । ମୁହାଁମୁହିଁ ହେଲେ ଅରୁଣ-ସାରଦା । ଶୁକ୍ରବାର ଶୂନ୍ୟକାଳରେ ମାହାଙ୍ଗା ରାଜନୀତି ପ୍ରସଙ୍ଗ ଉଠାଇ ଏହି ଦୁଇ ବିଧାୟକ ଗୃହକୁ ସରଗରମ କରିଛନ୍ତି । ଜଣେ ପ୍ରଶ୍ନ ବାଢ଼ିଥିଲେ, ତ ଆଉ ଜଣେ ରଖିଥିଲେ କଡ଼ା ଉତ୍ତର । ବିଧାୟକ ଅରୁଣ ସହୁ କହିଛନ୍ତି, ଆନ୍ଦୋଳନ

୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ

ନୂଆପଡ଼ା କୋମନା ଥାନା କେନ୍ଦୁଭଟା ଗାଁରେ ଅବକାରୀ ବିଭାଗର ଚଢ଼ାଉ  ।  ୧୩ କ୍ବିଣ୍ଟାଲ ୨୬ କେଜି ଗଞ୍ଜେଇ ସହ ପିକ୍‌ଅପ ଭ୍ୟାନ୍‌ ଜବତ। ତେବେ ଅବକାରୀ ଟିମ୍‌କୁ ଦେଖି ଗଞ୍ଜେଇ ବ୍ୟବସାୟୀ, ଗାଡ଼ି ମାଲିକ ଏବଂ ଡ୍ରାଇଭାର ଫେରାର ହୋଇଯାଇଛନ୍ତି ।  ନୂଆପଡ଼ା ଅବକାରୀ ଅଧୀକ୍ଷିକା ସଂଘମିତ୍ରା

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ପୁଣି ତଦନ୍ତ ଆରମ୍ଭ କଲା ଝାରସୁଗୁଡ଼ା ପୋଲିସ

ନବ ଦାସ ରୋଷେୟା ମୃତ୍ୟ ମାମଲାରେ ଖୋଲତାଡ଼ ଆରମ୍ଭ କଲା ଝାରସୁଗୁଡ଼ା ପୋଲିସ। ପ୍ରଥମ ଦିନରେ ନବ ଦାସଙ୍କ ଘରର ଗେଟ୍ କିପର ହେମ ସାଗର ନାୟକଙ୍କୁ ୭ ଘଣ୍ଟା ଜେରା କରିଛି ପୋଲିସ । ରୋଷେୟା ଲଳିତ ସାହୁ ମୃତ୍ୟ ମାମଲାରେ ଜଡ଼ିତ ଥିବା ବିଭିନ୍ନ ବ୍ୟକ୍ତିକୁ ଝାରସୁଗୁଡ଼ା ପୋଲିସ ପକ୍ଷରୁ

ଜଙ୍ଗଲ ସୁରକ୍ଷା ନିମିତ୍ତ ନିଆଯ।ଉଥିବା ପଦକ୍ଷେପ

ରାଜ୍ୟ ସରକାର କାଠଚୋରମାନଙ୍କ କବଳରୁ, ଅଗ୍ନିକାଣ୍ଡରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଓ ଶିକାରୀମାନଙ୍କ କବଳରୁ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ସେଗୁଡିକ ହେଲ। –୧. ବିଭାଗୀୟ କର୍ମଚାରୀ ଓ ସ୍କ୍ୱାର୍ଡମାନଙ୍କ ଦ୍ୱାରା ନିୟମିତ ପେଟ୍ରୋଲିଂ

ଆବାସ: ୧୨ ଲକ୍ଷ ୫୦ ହଜାର ଆବେଦନ

ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ଆବେଦନ କଲେଣି ସାଢେ ୧୨ ଲକ୍ଷ ଲୋକେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ଆରମ୍ଭ ହୋଇଥିବା ପଞ୍ଜୀକରଣ ସଂଖ୍ୟା ୧୨ଲକ୍ଷ୍ୟ ୫୦ହଜାର ପହଞ୍ଚିଲାଣି । ଏନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ମନ୍ତ୍ରୀ କହିଛନ୍ତି କେବଳ ଯୋଗ୍ୟ

ଅରୁଣ-ସାରଦା ମୁହାଁମୁହିଁ

ମାହାଙ୍ଗାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଅରୁଣ ଆଉ ସାରଦା । ଶୁକ୍ରବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ମାହାଙ୍ଗା ପ୍ରସଙ୍ଗ । ଯେଉଠି ବିଜେଡି ବିଧାୟକ ଅରୁଣ କହିଥିଲେ, ବିଜେଡ଼ିର କିଛି ବିଧାୟକ ମାହାଙ୍ଗା ଯାଇଥିଲେ । କାରଣ ସରକାର ବଜେଟ ଖର୍ଚ୍ଚ କରିବାରେ ଅସମର୍ଥ । ହିମାଳୟ ଭଳି

କଟକ ବାଲିଯାତ୍ରାରୁ ଆଦାୟ ହୋଇଛି ୬.୩୮ କୋଟି ଟଙ୍କା: ମନ୍ତ୍ରୀ

ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଶୁକ୍ରବାର ଅଧିବେଶନର ପ୍ରଶ୍ନକାଳରେ କଟକ ବାଲିଯାତ୍ରା ଉପରେ ଆଲୋଚନା ହୋଇଛି। ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ବାଲିଯାତ୍ରାରେ ଷ୍ଟଲ ନିଲାମ ପ୍ରକ୍ରିୟା ବନ୍ଦ ପାଇଁ ଦାବି କରିଥିଲେ। ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ସଂସ୍କୃତି ଓ