ବିଜେଡି ମୁଖିଆଙ୍କୁ ସଙ୍ଗଠନ ଚିନ୍ତା
ବିଧାନସଭା ଅଧିବେଶନ ସରିବା ପରେ ନବୀନ ନିବାସରେ ପାଖାପାଖି ୪୦ମିନିଟ ଧରି ବିଧାୟକମାନଙ୍କ ସହିତ ଆଲୋଚନା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ସାଙ୍ଗଠନିକ କାର୍ୟ୍ୟକ୍ରମ କିପରି ଆଗକୁ ଚାଲୁ ରହିବ ଏନେଇ ବୈଠକରେ ମନ୍ତ୍ର ଦେଇଛନ୍ତି ନବୀନ। ମୁଖ୍ୟତଃ ୨୧ ତାରିଖ ପର୍ୟ୍ୟନ୍ତ ଚାଲୁ!-->…
