ବୃଦ୍ଧାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡ଼ି ମାରିଲା ହାତୀ
ହାତୀ ଆକ୍ରମଣରେ ବୃଦ୍ଧା ମୃତ। ମୃତକ ହେଲେ କେନ୍ଦୁଝରଜିଲ୍ଲା ତେଲକୋଇ ଥାନା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ଗଳଦା ଗ୍ରାମର ସ୍ବର୍ଗତ ଦୀନବନ୍ଧୁ ମାଝୀଙ୍କ ସ୍ତ୍ରୀ ବନିତା ମାଝୀ (୬୫)।
ବିଳମ୍ବିତ ରାତି ପ୍ରାୟ ସାଢେ ୧୧ଟା ବେଳେ ୯ ଟିକିଆ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ତାଙ୍କ ଘର ଭାଙ୍ଗି!-->!-->!-->…