ଆଜି କେମିତି କଟିବ
ମେଷ: ଆପଣଙ୍କର ସମସ୍ତ କାର୍ଯ୍ୟ ସତର୍କତାର ସହିତ କରନ୍ତୁ । ସରକାରଙ୍କ ବିରୋଧୀ ଯେକୌଣସି କାର୍ଯ୍ୟକଳାପକୁ ଏଡନ୍ତୁ । ଦୁର୍ଘଟଣା ସମ୍ଭାବନା ରହିଛି, ତେଣୁ ଯାନବାହାନ ସତର୍କତାର ସହ ବ୍ୟବହାର କରନ୍ତୁ । ବାହାର ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । କାମ ଠିକ୍ ସମୟରେ ସମାପ୍ତ…
