Odia News Portal
Browsing Tag

swadhikar news

ଆଳୁ ମନ୍ତ୍ରୀଙ୍କୁ ପାଖରେ ପାଇଲେ ଚୋପା ଛଡ଼ାଇ ଦେବୁ’

ଜ୍ୟକୁ ଟାଣିପାରୁନି ଡବଲ ଇଞ୍ଜିନ୍‌ । ଆଳୁ ପାଇଁ ଉଠୁଛି ପଡ଼ୁଛି ବିଧାନସଭା । ତାତୁଛି ଗୃହ... ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଗତକାଲି ଶୂନ୍ୟକାଳରେ ଆଳୁ ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ଗୌତମ ବୁଦ୍ଧ ଦାସ, ବିଜେପି ବିଧାୟକ

୫ ମାସରେ ରାଜ୍ୟରେ ୫୦୯ ଦୁଷ୍କର୍ମ ମାମଲା: ମୁଖ୍ୟମନ୍ତ୍ରୀ

୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା, ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ମହିଳା ବିରୋଧୀ ସମୁଦାୟ ୯୨୪୮ଟି ମାମଲା ରୁଜୁ ହୋଇଛି। ରାଜ୍ୟରେ ମହିଳାଙ୍କ ବିରୋଧୀ ହିଂସା ସଂପର୍କରେ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତବର୍ଷ ଜୁନ୍ ୧୦ ତାରିଖରୁ ନଭେମ୍ବର

୫ ବର୍ଷରେ ମରିଛନ୍ତି ୩୭ ବାଘ

୫ ବର୍ଷରେ ମରିଛନ୍ତି ୩୭ ବାଘ । ରାଜ୍ୟରେ ୫ ବର୍ଷରେ ଯାଇଛି ୩୭ ବାଘଙ୍କ ଜୀବନ । ବିଧାନସଭାରେ ତାରାଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର । ୩୪ ଟି କଲରାପତରିଆ ବାଘ , ୩ ଟି ମହାବଳ ବାଘଙ୍କ ମୃତ୍ୟୁ । ଶିକାରୀ ନେଇଛନ୍ତି ୧୭ ଟି କଲରାପତରିଆଙ୍କ ଜୀବନ । ବିଦ୍ୟୁତ ଆଘାତରେ ୩ , ରେଳ

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ୨୦ରେ ଭୋଟ୍‌

ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନ ହେବ ଉପନିର୍ବାଚନ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡିର ପୂର୍ବତନ ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ

ଜଳିଗଲା ୪୦ କୁଇଣ୍ଟାଲ ଧାନ : ଚିନ୍ତାରେ ଚାଷୀ

ନିଆଁଲାଗି ଜଳିଗଲା ୪୦ କୁଇଣ୍ଡାଲ ଧାନ । ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ କ୍ଷେତି ଗାଁରେ ଏହି ଘଟଣା ଘଟିଛି । କ୍ଷେତି ଗାଁର ଜମ୍ବେଶ୍ୱର ପ୍ରଧାନ ନିଜ ଧାନ ଅମଳ ପରେ ଖଳାରେ ରଖିଥିଲେ। ଗତକାଲି ବିଳମ୍ବିତ ରାତିରେ ଧାନ ଖଳରେ ନିଆଁ ଲଗିଯାଇଥିଲା। ଜମ୍ବେଶ୍ୱର ଅଗ୍ନିଶମ

ତାମିଲନାଡୁରେ ଭୁସ୍ଖଳନ : ମାଟି ତଳେ ଫସିିଛନ୍ତି ଦୁଇ ପରିବାର

ବାତ୍ୟା ପେଙ୍ଗାଲ ପ୍ରଭାବରେ ରବିବାର ରାତିରେ ତାମିଲନାଡୁର ତିରୁବନ୍ନାମଲ୍ଲାଇ ଜିିଲ୍ଲାରେ ଭୁସ୍ଖଳନ ହୋଇଛି । ଏହି ଭୁସ୍ଖଳନରେ ଦୁଇ ପରିବାରର ୭ ଜଣ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ବାତ୍ୟା ପେଙ୍ଗାଲ ଯୋଗୁଁ ଜିଲ୍ଲାରେ ପ୍ରବଳ ବର୍ଷା

ପରିବହନ ମନ୍ତ୍ରୀଙ୍କ କଡା ଚେତାବନୀ

ପରିବହନ ବିଭାଗର ୧୨୧୫ କୋଟି ବକେୟା ପଡିଛି । ଚାଲାଣ କଟିଥିଲେ ବି ଜରିମାନା ଦେଇନାହାନ୍ତି ଗାଡି ମାଲିକ । ୱାନ ଟାଇମ ସେଟେଲମେଣ୍ଟ ବ୍ୟବସ୍ତା କରିବ ବିଭାଗ । ଏହା ପରେ ନିୟମ ଭାଙ୍ଗିଲେ , ଚାଲାଣ ସହ ସମନ ହେବ । ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି , ବିଭୁତି ଭୂଷଣ ଜେନା ।

ସଇତାନ ବାପାର ନୃଶଂସ କାଣ୍ଡ

ପୁଅ ଓ ବୋହୂଙ୍କୁ ପେଟ୍ରୋଲ୍ ଢାଳି ବୃଦ୍ଧ ନିଆଁ ଲଗାଇବା ଘଟଣାରେ ସାମନାକୁ ଆସିଛି ଦୁଃଖଦ ଖବର । କଟକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କର ମୃତ୍ୟୁ ଘଟିଛି। ଗୁରୁତର ଥିବା ପୁଅଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି। କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡିସାହି ବାରସିଂଗା ଗାଁରେ

ହେମଗିର ତହସିଲଦାର ନିଲମ୍ଵିତ

ଲୋକଙ୍କୁ ଦୁର୍ବ୍ୟବହାର ଓ କାର୍ଯ୍ୟରେ ଅବହେଳା ମହଙ୍ଗା ପଡ଼ିଲା। ନିଲମ୍ବିତ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତି। ସେ ନିୟମିତ ଅଫିସକୁ ଆସୁ ନଥିବା ଓ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳ

୨୦୨୭ ସୁଦ୍ଧା ପ୍ରଥମ ପର୍ୟ୍ୟାୟ ମେଟ୍ରୋ ପ୍ରକଳ୍ପ

୨୦୨୭ ଡିସେମ୍ବର ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ l ସମୀକ୍ଷା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନାପ୍ରଥମେ ୨୬ କିମିରେ ଆରମ୍ଭ ହେବ ମେଟ୍ରୋ ଚଳାଚଳ ପ୍ରଥମ ୨୦ଟି ଷ୍ଟେସନରେ ହେବ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା l୧୩ଟି ଟ୍ରେନ୍ ଚାଲିବ,