Odia News Portal
Browsing Tag

swadhikar news

ପକ୍ଷାଘାତର ଶିକାର ହୋଇଛି କଂଗ୍ରେସ : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ତିନୋଟି ଖରାପ ତତ୍ତ୍ବ କଂଗ୍ରେସ ଠାରେ ଦେଖିବାକୁ ମିଳୁଛି। ତାହା ହେଲା ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ ତତ୍ତ୍ବ। ଏସବୁ ବିଲକ୍ଷଣ ପାଇଁ ସାରା ଦେଶରେ କଂଗ୍ରେସ

ପୁଣି ଆତଙ୍କୀ ପନ୍ନୁର ଟାର୍ଗେଟ୍, ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ

ଭୁବନେଶ୍ୱରରେ ଚାଲିଥିବା DGP କନଫରେନ୍ସକୁ ପୁଣି ଖଲିସ୍ତାନୀ ଆତଙ୍କୀ ପନ୍ନୁର ଟାର୍ଗେଟ । ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଛି ଧମକ ପୂର୍ଣ୍ଣ ଇ-ମେଲ୍ । ଅଡ଼ିଓ ମେସେଜରେ ଭୁବନେଶ୍ୱର ଏୟାରପୋର୍ଟକୁ ଟାର୍ଗେଟ । ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ

ଡିଜିପି ସମ୍ମିଳନୀ:ଲୋକସେବା ଭବନରେ ପହଞ୍ଚିଲେ ମୋଦି, ଶାହା

ପୋଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଶନିବାର ରାଜଭବନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍‌ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଲୋକସେବା ଭବନରେ ପହଞ୍ଚିଛନ୍ତି।ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ

ମେଡିକାଲରୁ ପୁଣି  ନବଜାତ ଶିଶୁ ଚୋରି

ମେଡିକାଲରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ ଆସିଛି । ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି । ଶିଶୁ ଜନ୍ମ ହେବାର କିଛି ସମୟ ପରେ ମେଡିକାଲରୁ ଗାଏବ ହୋଇଯାଇଥିଲା । ଜନ୍ମ ପରେ ନବଜାତର ଫଟୋ ରଖିଥିଲେ ପରିବାର । ଏନେଇ

ମୋଦୀ ଖାଇଲେ ଓଡ଼ିଆ ଖାଦ୍ୟ

ମୋଦୀ ଖାଇଲେ ଓଡ଼ିଆ ଖାଦ୍ୟ। ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାତ୍ରି ଭୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜ୍ୟ ବିଜେପି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରାତ୍ରି ଭୋଜନରେ ପ୍ରାୟ ଓଡ଼ିଆ ବ୍ୟଞ୍ଜନ ପରସା ଯାଇଥିଲା। ସନ୍ତୁଳା,

ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍

ଭୁବନେଶ୍ୱରରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ଓଞ ରେଡ୍‌ । ଏସ୍‌.ଏନ୍‌. ମହାନ୍ତି କଂପାନୀ ସହ ଲିଙ୍କ୍ ପାଇଁ ଆଇଟି ପକ୍ଷରୁ ରେଡ୍‌ କରାଯାଇଥିବା ସୂଚନା । ଗତକାଲି ଓ ପଅରିଦିନ ଜୁଲିଆଙ୍କ ଅଫିସ୍‌ରେ ରେଡ୍‌ କରିଥିଲା ଓଞ । ଏସ୍‌.ଏନ୍‌ ମହାନ୍ତି କଂପାନୀଠାରୁ ଲୁହାପଥର କିଣିବା

ଓପିଏସସି ସଚିବ ହାଇକୋର୍ଟରେ ହାଜର

ଡେଣ୍ଟାଲ ସର୍ଜନ ନିଯୁକ୍ତି ଆନିମିୟତା ମାମଲା । ହାଇକୋର୍ଟରେ ହାଜର ହେଲେ ଓପିଏସସି ସଚିବ। ୧୧ ଜଣ ନିଯୁକ୍ତି ପାଇଥିବା ନେଇ ସତ୍ୟପାଠ ଦାଖଲ । ୧୧ ଜଣ ନାଁ ସୁପାରିସକୁ ପତ୍ୟହାର ନେଇ ଆବେଦନ । ଜବାବ ଦାଖଲ ପାଇଁ ଆବେଦନକାରୀଙ୍କ ନିର୍ଦେଶ । ଆସନ୍ତା ଡିସେମ୍ବର ୧୬ ରେ ହେବ ପରବର୍ତ୍ତୀ ଶୁଣାଣି ।

ଦ ସାବରମତୀ ରିପୋର୍ଟରୁ ହଟିଲା କର- ମୁକେଶ ମହାଲିଙ୍ଗ

ବଲିଉଡ ଫିଲ୍ମ ଦ ସାବରମତୀ ରିପୋର୍ଟ ଉପରୁ ହଟିଲା ଆମୋଦ କର । ଫିଲ୍ମ ଉପରୁ ଆମୋଦ କର ହଟାଇଲେ ରାଜ୍ୟ ସରକାର । ବିଧାନସଭାର ଶାତକାଳୀନ ଅଧିବେଶନରେ ତୃତୀୟ ଦିନରେ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

ଶୂନ୍ୟକାଳରେ ଉଠିଲା ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ

 ଶୀତ ଅଧିବେଶନର ତୃତୀୟ ଦିନ ଶୂନ୍ୟକାଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ସନାତନ ବିଜୁଳି । ବେଧଡ଼କ ଭାବେ ବାଂଲାଦେଶୀମାନେ ରାଜ୍ୟରେ ପ୍ରବେଶ କରୁଛନ୍ତି । ଏମାନେ ଏଠାକୁ ଆସି ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜମିସ୍ତ୍ରୀ ଓ କାଠ ମିସ୍ତ୍ରୀ କାମ କରୁଛନ୍ତି

ଯୋଜନା ବୋର୍ଡର ହେବ ପୁନର୍ଗଠନ- ମୁଖ୍ୟମନ୍ତ୍ରୀ

ରାଜ୍ୟ ଯୋଜନା ବୋର୍ଡର ହେବ ପୁନର୍ଗଠନ ।  ନୀତି ଆୟୋଗ ଢାଞ୍ଚାରେ ହେବ ପୁନର୍ଗଠନ । ଏନେଇ ବିଶେଷଜ୍ଞମାନଙ୍କ ସହ ଆଲୋଚନା ଚାଲିଛି । ବିଗତ ୨୪ ବର୍ଷରେ ମାତ୍ର ୨ ଥର ବୈଠକ ବସିଛି । ଆଜି ବିଧାନସଭାର ଶୀତକାଳିନ ଅଧିବେଶନର  ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା ରହିଛି ।