ଭଙ୍ଗାଗଲା ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ
ଖଣ୍ଡଗିରି ସ୍ଥିତ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମରେ ବୁଲିଲା ବୁଲଡ଼ୋଜର । ଜବରଦଖଲ ଉଚ୍ଛେଦ ପୂର୍ବରୁ ଆଶ୍ରମର ଲାଇନ୍ କାଟିଲା ଟାଟା ପାୱାର । ପୋଲିସ ଫୋର୍ସ ଉପସ୍ଥିତିରେ ଭୁବନେଶ୍ବର ଖଣ୍ଡଗିରିରେ ଥିବା ବୈକୁଣ୍ଠଧାମ ଆଶ୍ରମକୁ ଉଚ୍ଛେଦ କରାଯାଉଛି । ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ!-->…
