କେନ୍ଦୁଝର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା ; ନିର୍ମାଣ ହେବ ମେଗା ଷ୍ଟିଲ ପ୍ଲାଣ୍ଟ
କେନ୍ଦୁଝରରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଉତ୍କର୍ଷ ଓଡ଼ିଶାରେ କାର୍ୟ୍ୟକ୍ରମରେ ସ୍ବାକ୍ଷରିତ ହୋଇପାରେ ଏମଓୟୁ । ମେଗା ଷ୍ଟିଲ ପ୍ଲାଣ୍ଟ ସହ ରାଜ୍ୟ ସରକାରଙ୍କ ହେବ ଏମଓୟୁ । କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତ । ୬୫ହଜାର କୋଟି ଟଙ୍କର!-->…
