ଲୋକସେବା ଭବନରୁ ଦଲାଲ ଗିରଫ
କମିଶନରେଟ୍ ପୋଲିସ ହାତରେ ମହାଠକ । ଲୋକସେବା ଭବନରେ ଚାକିରି ଦେବାକୁ କହି ଲୋକଙ୍କୁ ଠକୁଥିବା ଜଣେ ଧୂର୍ତ୍ତ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଠକ ଜଣକ ହେଲେ କଳାହାଣ୍ଡି ନର୍ଲା ଅଞ୍ଚଳର ବ୍ୟାସଦେବ ରଣା । ବ୍ୟାସଦେବ ନିଜକୁ ପଞ୍ଚାୟତିରାଜ ବିଭାଗର ସେକ୍ସନ ଅଫିସର ଭାବେ ପରିଚୟ ଦେଇ!-->…
