କିଏ ଧରିବେ ରାଜ୍ୟ ବିଜେପି ମଙ୍ଗ
କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ । ଦିଲ୍ଲୀରେ ରାଜ୍ୟ ବିଜେପିର ମାନସ ମନ୍ଥନ । କୋର କମିଟି ବୈଠକରେ ଏ ନେଇ ହୋଇଛି ଆଲୋଚନା । ଯେଉଁଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ!-->…
