୪ରୁ ୫ ଦିନରେ କ୍ଷତିପୂରଣ ବଣ୍ଟା ସରିବ – ମନ୍ତ୍ରୀ
ଚାଷୀଙ୍କୁ କ୍ଷତିପୂରଣ ମିଳିବା ଆରମ୍ଭ ହେଲାଣି । ୪ରୁ ୫ ଦିନ ରେ ସରିବ କହିଛନ୍ତି ରାଜସ୍ୱ ବିପଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ୧୪ ଜିଲ୍ଲାରେ କ୍ଷତି ହୋଇଛି । ୨ ଜିଲ୍ଲାରେ ଆଂଶିକ କ୍ଷତି ହୋଇଛି । ପୁରୀ ରେ ସର୍ୱାଧିକ କ୍ଷୟକ୍ଷତି ହୋଇଛି । ତା ପଛକୁ ଗଂଜାମ ଜିଲ୍ଲା ରହିଛି ।!-->…
