ରେଳ ମଣ୍ଡଳ ବିଲ୍ଡିଂର ହେଲା ଶିଳାନ୍ୟାସ
ପ୍ରତୀକ୍ଷାର ଅନ୍ତ ଘଟିଲା । ଆଜି ପଡିବ ରାୟଗଡ଼ା ରେଳ ମଣ୍ଡଳର ଶୁଭ । ଭିଡିଓ କନଫରେନସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଗଡା ରେଳ ମଣ୍ଡଳର ଭୂମି ପୂଜନ କରିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାୟଗଡା ସ୍ଥିତ ରେଳବାଇ ପଡିଆରେ ବିରାଟ ଆୟୋଜନ ହୋଇଛି । ରେଳ ରାଷ୍ଟ୍ରମନ୍ତ୍ରୀ!-->…
