ଶ୍ରୀମନ୍ଦିର ପ୍ରତିହାରୀ ସେବାୟତ ସ୍ବର୍ଗତ ଜମିଦାର ଜଗବନ୍ଧୁ ଖୁଣ୍ଟିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ
ଶ୍ରୀମନ୍ଦିର ର ବରିଷ୍ଠ ପ୍ରତିହାରୀ ସେବାୟତ ସ୍ବର୍ଗତ ଜମିଦାର ଜଗବନ୍ଧୁ ଖୁଣ୍ଟିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ । ବୁଧବାର ବାରବାଟୀ ଜାଗା କଲ୍ୟାଣି ମଣ୍ଡପ ରେ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଦାମୋଦର ଖୁଣ୍ଟିଆ, ମାଧବ ଖୁଣ୍ଟିଆ ,ନାରାୟଣ ଖୁଣ୍ଟିଆ, ଦୋଳଗୋବିନ୍ଦ!-->…
