ଆଇନମନ୍ତ୍ରୀଙ୍କ ସୂଚନା ପ୍ରତିଶୃତି ପୁରା କରିବା ଆମର ଲକ୍ଷ୍ୟ
ଓଡ଼ିଶାର ସଂସ୍କୃତି ଓ ଇତିହାସ ସହିତ ପ୍ରବାସୀ ମାନଙ୍କୁ ଯୋଡ଼ିବା ପ୍ରବାସୀ ଭାରତୀୟ ଦିବସର ମୂଳ ଲକ୍ଷ୍ୟ ଓଡ଼ିଶାରେ ଯେଉଁ ସମ୍ଭାବନା ଅଛି ତାକୁ ଜଣେଇବା ଲାଗି ଆୟୋଜନ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ,ଏହା କିପରି ଠିକ ଢଙ୍ଗରେ ହେବ ସେଥିପାଇଁ ଆମେ ସମସ୍ତେ ଲାଗିଛୁ । ଗତକାଲି!-->…
