ଅଚଳ କରିଦେଲେ ବ୍ୟାଙ୍କ: ଓଡ଼ିଶାରେ ୧୦ ହଜାର କୋଟିର କାରବାର ଠପ୍, ରାଜ୍ୟରେ ୫ ଦିନ ହେଲା ବନ୍ଦ ରହିଛି ବ୍ୟାଙ୍କ
ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଦାବିରେ ବ୍ୟାଙ୍କ କର୍ମଚାରୀମାନେ ଆଜି ଦେଶବ୍ୟାପୀ ଧର୍ମଘଟ କରିଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିୟୁ) ଅଧୀନରେ ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘ ଏଥିରେ ସାମିଲ ହୋଇଛନ୍ତି। ଦେଶବ୍ୟାପୀ ୮ ଲକ୍ଷରୁ ଅଧିକ ତଥା…
