ପୁରୀରେ କାଳବୈଶାଖୀ ତାଣ୍ଡବ: ନଡ଼ିଆ ଗଛ ପଡ଼ି ଜଣେ ମୃତ
ଗତକାଲି ରାତିରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି କାଳବୈଶାଖୀ। ପିପିଲି ଥାନା ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ଆଳିସ ଗାଁରେ ନଡ଼ିଆ ଗଛ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଏହି ଗାଁର ଜଗନ୍ନାଥ ବେହେରା (୮୦)। ଗାଁ ମନ୍ଦିରରେ ଏକ ଭୋଜି ଚାଲିଥିବା ବେଳେ ରାତି…
