Odia News Portal
Browsing Tag

swadhikar news

ଗିରଫ ହେଲେ କୋଟିପତି ଖଣି ଅଧିକାରୀ

କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଗୁରୁବାର ଭିଜୀଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଗିରଫ କରାଯାଇଛି। ଗତକାଲି ଭିଜିଲାନ୍ସ ଟିମ୍‌ ତାଙ୍କ କେନ୍ଦୁଝର ଘର ଏବଂ ଭୁବନେଶ୍ୱର, ଭବାନୀପାଟଣା, ଯାଜପୁର ସମେତ ୭ଟି ଜାଗାରେ ଏକକାଳୀନ ଚଢ଼ାଉ

ଡିଜି – ଆଇଜି ସମ୍ମିଳନୀ ପାଇଁ ୭୦ ପ୍ଲାଟୁନ ଫୋର୍ସ : ସିପି   

ଡିଜି – ଆଇଜି ସମ୍ମିଳନୀର ସୁରକ୍ଷା ନେଇ ପୋଲିସ କମିଶନରଙ୍କ ସୂଚନା ରହିଛି ।  ୭୦ ପ୍ଲାଟୁନରୁ ଉଦ୍ଧ୍ୱ ଫୋର୍ସ ମୁତୟନ  ରହିବେ କହିଲେ ସିପି । ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ । ସୁରକ୍ଷା ନେଇ  ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି  । ଭାରତ ବିରୋଧୀତ୍ତତତ୍ୱକୁ

ଶପଥ ନେଲେ ହେମନ୍ତ ସୋରେନ

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୋରେନ । ରାଞ୍ଚିରେ ହେମନ୍ତ ସୋରେନଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ । ବିଧାନସଭା ନିର୍ବାଚନରେ ​​ଇଣ୍ଡିଆ ବ୍ଲକର ନିର୍ଣ୍ଣାୟକ ବିଜୟର କିଛି ଦିନ ପରେ ଝାଡ଼ଖଣ୍ଡ ମୁଖୀ

ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ: ମୁଖ୍ୟମନ୍ତ୍ରୀ

ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼କୁ ସାମିଲ କରାଯିବାକୁ ପ୍ରସଙ୍ଗ କରି ବିରୋଧୀ ଦଳର ବିଧାୟକଙ୍କ ଦ୍ବାରା ଦିଆଯାଇଥିବା ବୟାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜବାବ ରଖିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ‘ରେ ଲେଖିଛନ୍ତି, ସୁନ୍ଦରଗଡ଼ବାସୀ ଦୀର୍ଘ ବର୍ଷ ଧରି ଆମକୁ ଆଶୀର୍ବାଦ କରି

ଗୃହରେ ବିରୋଧୀଙ୍କ ପ୍ରସଙ୍ଗ : ‘ରାଜ୍ୟରେ ସୁରକ୍ଷିତ ନାହାନ୍ତି ମହିଳା , ନାବାଳିକା ‘

ରାଜ୍ୟରେ ନାବାଳିକା ଓ ମହିଳା ମାନେ ଅସୁରକ୍ଷିତ ଏ ନେଇ ଗୃହରେ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ । ଏଥିସହ ସେ କହିଛନ୍ତି କଟକ, ଭୁବନେଶ୍ୱର ,କୁଚିଣ୍ଡା , ବଙ୍ଗୋମୁଣ୍ଡା ସମତେ ରାଜ୍ୟରେ ବିଭିନ୍ନ ଅଂଚଳରେ ଘଟୁଛି ମହିଳା ମାନେ ନାହାନ୍ତି ସୁରକ୍ଷିତ ବଢୁଛି ଦୁଷ୍କର୍ମ । ଏଥିସହ ସେ

ଓଡ଼ିଶାରେ ୪୮ ଘଣ୍ଟା ରହିବେ ମୋଦି: ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ରୁ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ଏଠାରେ ୪୮ଘଣ୍ଟିଆ ଅବସ୍ଥାନ ସମୟରେ ପ୍ରଧାନମନ୍ତ୍ରୀ ଉଭୟ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ଏହି ସମୟ ଭିତରେ ଶାହା ମଧ୍ୟ ରହିବେ। ତେବେ ଦଳୀୟ

ଏ ସରକାର କାହା ରିମୋଟରେ ଚାଲିଛି: ଅରୁଣ

 ରାଜ୍ୟରେ ଗତ ୧୫୦ ଦିନ ଭିତରେ ଘଟିଯାଇଥିବା କ୍ରାଇମ୍ ରିପୋର୍ଟକୁ ଦେଖାଇ ସରକାରକୁ ଟାର୍ଗେଟ କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସିଧା ସିଧା ମୋହନ ସରକାରକୁ ତୀର ମାରିବା ସହ, ଅରୁଣ ସାହୁ କହିଛନ୍ତି ଯେ, ଏ ସରକାର ୧୦୦ ଦିନରେ ସବୁ ସମାଧାନ କରିବାକୁ କହିଥିଲେ, କିନ୍ତୁ ୧୫୦ ଦିନ

‘ସୁଭଦ୍ରା’କୁ ନେଇ ଆସିଲା ବଡ଼ ସୂଚନା

‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପଡ଼େଟ୍‌ । ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି । ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି । ଏହି ସବୁ

ବିଧାୟକଙ୍କୁ ଆକ୍ରମଣ ଘଟଣା: ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ

ଯାଜପୁର ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ ମାମଲାରେ ଜାମିନ ଶୁଣାଣି ସ୍ଥଗିତ । ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହୋଇଥିବା ୧୦ ଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ସ୍ଥଗିତ ରଖାଯାଇଛି । ତଦନ୍ତ ଭାର ନେଇଥିବା କ୍ରାଇମ ବ୍ରାଞ୍ଚଙ୍କୁ ସବିଶେଷ ତଥ୍ୟ ମାଗିଛନ୍ତି କୋର୍ଟ । ତଥ୍ୟ

ମିଳିଲା ବାଂଲାଦେଶୀ ନାବାଳିକାଙ୍କ ଜନ୍ମ ପ୍ରମାଣପତ୍ର: ଡିସିପି

ପୋଲିସ ହାତରେ ଲାଗିଛି ନାବାଳିକାଙ୍କ ଜନ୍ମ ପ୍ରମାଣପତ୍ର । କଟକରୁ ବାଂଲାଦେଶୀ ନାବାଳିକା ଧରାପଡିବା ଘଟଣା । ନାବାଳିକାଙ୍କୁ ଏବେ ୧୭ ବର୍ଷ ବୋଲି ଏହି ସାର୍ଟିଫିକେଟରୁ ଜଣାପଡ଼ିଛି । ବାପା ମା  , ଝିଅର ପରିଚୟ ପତ୍ର ଓ ଜନ୍ମ ପ୍ରମାଣପତ୍ର ପୋଲିସକୁ ପଠାଇଛନ୍ତି । ଦଲାଲ୍ ମାନେ ଟଙ୍କା କମିଶନ