ନବଜାତ ଶିଶୁ ଚୋରି ମାମଲା: ପତ୍ତା ପାଉନି ପୋଲିସ
ସମ୍ବଲପୁର ବୁର୍ଲା ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା କାଲି ଅଭିଯୋଗ ସାମ୍ନାକୁ ଆସିଥିଲା । ଆଜି ପୋଲିସ ର ଯାଞ୍ଚ ପରେ ସାମ୍ନାକୁ ଆସିଛି ଦ୍ବିତୀୟ ସିସିଟିଭ ଫୁଟେଜ। କିନ୍ତୁ ନବଜାତ ଶିଶୁ ଚୋରି ଘଟଣା ୨ ଦିନ ହେଲେ ବି ଏ ଯାଏଁ ଚୋରର ପତ୍ତା ଖୋଜି ପାଉନି ପୋଲିସ । ପ୍ରସୂତି ବିଭାଗରୁ ଶିଶୁ!-->…
