Odia News Portal
Browsing Tag

swadhikar news

ଆଜିଠୁ ବିଧାନସଭା ଶୀତ ଅଧିବେଶନ

ଆଜିଠୁ ବିଧାନସଭାର ଶୀତ ଅଧିବେଶନ। ଏଥିପାଇଁ ୩ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍। ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ବାଛି ସାରିଲେଣି ବିରୋଧୀ । ଆମ୍ବଟାକୁଆ ମୃତ୍ୟୁ, ଧାନକିଣା ଅବ୍ୟବସ୍ଥା, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା, ଆଦାନୀ

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଆରମ୍ଭ

ବିରଜା ମନ୍ଦିର ପ୍ରକଳ୍ପ, ହାଟ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ନେଇ ଆଜିଠାରୁ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମ୍‌ ବ୍ରାଞ୍ଚ ଏଡିଜିଙ୍କ ନିର୍ଦ୍ଦେଶ

ଶୀତ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା

ସଂସଦରେ ଉଠିଲା ଆଦାନୀ ଲାଞ୍ଚ ପ୍ରସଙ୍ଗ । ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଲୋକସଭା ୨୭ ତାରିଖ ପର୍ୟ୍ୟନ୍ତ ସ୍ଥଗିତ ଘୋଷଣା କରିଛନ୍ତି ବାଚସ୍ପତି ଓମ ବିର୍ଲା । ଏପଟେ ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଶେଷ କରି

ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା

ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ଓପିଏସସି ଅଧ୍ୟକ୍ଷ ହାଇକୋର୍ଟରେ ହାଜର ହୋଇଛନ୍ତି। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଅଧ୍ୟକ୍ଷ ସୋମବାର କୋର୍ଟଙ୍କ ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ହାଜର ହେବା ସହ ଅଧ୍ୟକ୍ଷ କୋର୍ଟଙ୍କ ସମ୍ମୁଖରେ ସଂଶୋଧିତ

୪ ଶହ ସିସିଟିଭି ଯାଂଚ ପରେ ଅଭିଯୁକ୍ତକୁ ଧରିଲା ପୋଲିସ

ଆସିଛି ଭୁବନେଶ୍ୱର ଏୟାର ଫିଲ୍ଡି ଥାନା ଲବଣ ଗିରିରେ ସୁନା ଚେନ ଚୋରି ଘଟଣାର ତଥ୍ୟ । ଲବଣ ଗିରିର ଚେନ୍ ଲୁଟରେ ଅଭିଯୁକ୍ତ ଗିରଫ ।ଭୁବନେଶ୍ୱରରେ ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣା । ୪ ଶହ ସିସିଟିଭି ଯାଂଚ ପରେ ଅଭିଯୁକ୍ତକୁ ଧରିଲା ପୋଲିସ । ମହିଳା ଜଣଙ୍କ ବାଇକ୍ରୁ ଖସି

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଭାର ନେଲେ କ୍ରାଇମ୍ ବ୍ରାଞ୍ଚ। ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ। ସଂପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ

ଆସନ୍ତାକାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଆସନ୍ତାକାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ ଆଜି ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ

ବଡ଼ ଭାଇର ଜୀବନ ନେଲା ସାନ ଭାଇ

ତୁଚ୍ଛ ହେଲା ରକ୍ତ ସଂପର୍କ। ସାନ ଭାଇର ଟାଙ୍ଗିଆ ଚୋଟରେ କଲା ବଡ଼ ଭାଇର ଜୀବନ। ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଡାଲୋଇ ଗଙ୍ଗାପଡାରେ ଘଟିଛି ଏହି ଘଟଣା। ମୃତକ ହେଲେ ବଡ଼ ଭାଇ ସୁନିଲ ସୋରେନ। ଅଭିଯୁକ୍ତ ସାନଭାଇ ସୁଶିଲ ସୋରେନଙ୍କୁ ଅଟକ ରଖିଛି

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବ ଦଳୀୟ ବୈଠକ ଆରମ୍ଭ  

ଶୀତ ଅଧିବେଶନ ପୂର୍ବରୁ ସର୍ବ ଦଳୀୟ ବୈଠକ ବାଚସ୍ପତି ସୁରମା ପାଢୀଙ୍କର ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଗୃହ ସୁରୁଖୁରୁରେ ଚାଲିବା ନେଇ ବୈଠକରେ ଆଲୋଚନା କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ବିରୋଧୀ ଦଳ ମୁଖ୍ୟ ସଚେତକ , କଂଗ୍ରସ ବିଧାୟକ ଦଳ ନେତାଙ୍କ ସମେତ ଅନେକ

ରାହୁଲ ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା

ଡେବ୍ୟୁରେ କମାଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ ପ୍ରଥମଥର ପାଇଁ କୌଣସି ନିର୍ବାଚନ ଲଢ଼ି ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ପ୍ରିୟଙ୍କା ଭାଇ ରାହୁଲ ଗାନ୍ଧିଙ୍କ ୨୦୧୯ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। କେରଳର ୱାୟନାଡ ଲୋକସଭା