Odia News Portal
Browsing Tag

swadhikar news

କୋଟିପତି ସିଏସ୍‌ଓଙ୍କୁ ବାନ୍ଧିଲା ଭିଜିଲାନ୍ସ

କୋଟିପତି ସିଏସ୍‌ଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ସୁରେଶଙ୍କ ସୋନପୁର ସ୍ଥିତ ଭଡ଼ାଘର,କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ

 ବଙ୍ଗୋପସାଗରରେ ଆସୁଛି ଆଉ ଏକ ବଡ଼ ଲଘୁଚାପ

ବଙ୍ଗୋପସାଗରରେ ଆସୁଛି ଆଉ ଏକ ବଡ଼ ଲଘୁଚାପ। ୨୩ ତାରିଖ ସୁଦ୍ଧା ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୧ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମେ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଲଘୁଚାପର ରୂପ ନେବ ବୋଲି

ଆସନ୍ତା ୨୯ରେ ଓଡିଶା ଆସିବେ ମୋଦୀ ଶାହା

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ବି ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶାରେ ଆୟୋଜିତ ଡ଼ିଜି ସମ୍ମିଳନୀରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ନଭେମ୍ବର ୨୯ ତାରିଖରୁ ୩୧ ତାରିଖ ପର୍ୟ୍ୟନ୍ତ ଚାଲିବ ଡିଜି ସମ୍ମିଳନୀ ।

 ଯୌତୁକ ଜୁଇରେ ଜଳିଲେ ନବବଧୂ

ବିବାହକୁ ୬ମାସ ପୂରି ନାହିଁ। ଯୌତୁକ ପାଇଁ ଉଜୁଡ଼ି ଗଲା ସୁନାର ସଂସାର। ନବ ବଧୂକୁ ବିଷ ଦେଇ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଅଞ୍ଜଳି ମହାକୁଡ। ଝିଅକୁ ଶ୍ୱଶୁର ଘର ଲୋକେ

ଦିଲ୍ଲୀରେ ସମ୍ମାନୀତ ହେବେ ଓଡ଼ିଆ ସାମ୍ବାଦିକ

ସାମ୍ବାଦିକତା ପ୍ରତି ନିଜର ଅବଦାନ ପାଇଁ ସମ୍ମାନୀତ ହେବେ ରିପୋର୍ଟରସ ଟୁଡେ ର ସମ୍ପାଦକ ସୁର୍ଜିତ ଧଳଭୁବନେଶ୍ୱର ; ରାଜ୍ୟ ଏବଂ ଦେଶରେ ଅନେକ ସଂଖ୍ୟରେ ସାମ୍ବାଦିକ ମାନେ ନିଜ ନିଜର କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ କାମ କରୁଛନ୍ତି । କେତେ ବେଳେ ସାଧୁତା ମିଳୁଛି ତ କେତେବେଳେ ସରକାରୀ କଳ

୧୧ ଏଏନଏମ ଛାତ୍ରୀ ଅସୁସ୍ଥ

ଏଏନଏମ ଟ୍ରେନିଂ ସେଣ୍ଟରରେରେ ୧୧ ଜଣ ଛାତ୍ରୀ ଅସୁସ୍ଥ ଅଛନ୍ତି ।  ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ଏଏନଏମ ଟ୍ରେନିଂ ସେଣ୍ଟରରେ ଅଘଟଣ ଘଟିଛି । ୧୧ ଜଣ ଛାତ୍ରୀଙ୍କୁ ଝାଡାବାନ୍ତି ହେବା ସହ ୩ ଜଣ ଗୁରୁତର ହୋଇ ଜିଲ୍ଲା ମ୍ରୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାସି ଖାଦ୍ୟ ଦିଆଯାିଥିବା

ଆରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ସମୀର ଦେ

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ପରଲୋକ ଘଟିଛି । ୬୭ ବର୍ଷ ବୟସରେ କଟକର  ଏକ ଘରୋଇ ହସ୍ପିଟାଲରେ ଚିକିସ୍ଛାଧୀନ ଅବସ୍ଥାରେ ସମୀର ଦେଙ୍କର ଦେହାନ୍ତ ହୋଇଛି । ଏନେଇ ଘରୋଇ ହସ୍ପିଟାଲ ଡାକ୍ତରଙ୍କ  ସୂଚନା ରହିଛି । ନିମୋନିଆ , କିଡନୀ, ରକ୍ତଚାପ ଜନିତ ରୋଗରେ

ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ

ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ

ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା

ଡାକ୍ତରଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଗର୍ଭବତୀ ମହିଳାଙ୍କଠାରୁ ୬୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ। କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ଅଶୋକ ଦାସଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।

ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବ । ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ମଣତି କାମ ଶେଷ ହେବ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କାର୍ତ୍ତିକ ମାସ