କୁଆଡ଼େ ଗଲେ କଳକୀ ବାବା ?ଆଶ୍ରମକୁ କବଜାକୁ ନେଇଛି ପୋଲିସ
ରହସ୍ୟ ଘେରରେ ବୈକୁଣ୍ଠ ଧାମ । କୁଆଡ଼େ ଗଲେ କଳକୀ ବାବା ? ଖଣ୍ଡଗିରିର ଆଶ୍ରମରେ ଖୋଜୁଛି ପୋଲିସ । ଆଶ୍ରମକୁ କବଜାକୁ ନେଇଛି ପୋଲିସ। ଦୁଇ ସେକ୍ସନ ପୋଲିସ ଉପସ୍ଥିତ ଅଛନ୍ତି । ପ୍ରତିଦିନ ସକାଳେ ଓ ସଂଧ୍ୟାରେ ଆଶ୍ରମରେ ଭିଡ଼ ହୋଇଥାନ୍ତା । ଲାଗିଥାନ୍ତା କୁନି କଳକୀ ବାବାଙ୍କ ଦରବାର । ହେଲେ!-->…
