Odia News Portal
Browsing Tag

swadhikar news

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି; କରିବେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଅପେକ୍ଷାର ହେଲା ଅନ୍ତ । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ଏଥିପାଇଁ ରାଜଧାନୀର ଜନତା ମୈଦାନରେ

ରାଜଧାନୀ ରାଜ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇ ୫ ଗିରଫ

ରାଜଧାନୀ ରାଜ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇବା ଘଟଣା । 5 ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଓ ଖାରବେଳ ନଗର ଥାନା ପୋଲିସ । ଲକ୍ଷ୍ମୀସାଗର ପୋଲିସ ଜଣଙ୍କୁ ଗିରଫ ସହ ଗୋଟିଏ ଗାଡି ଜବତ କରିଥିବା ବେଳେ ଖାରବେଳ ନଗର ଥାନା ପୋଲିସ ଗୋଟିଏ ଗାଡି ଜବତ ସହ 4ଜଣଙ୍କୁ ଗିରଫ କରିଛି । ସ୍ପେଶାଲ

ସରକାରୀ ସିକୃତି ପ୍ରାପ୍ତ ଦୋକାନରୁ ନକଲି ମଦ ଠାବ କରିଛି ଅବକାରୀ ବିଭାଗ

ସରକାରୀ ମଦ ଦୋକାନରେ ନକଲି ମଦ। ବରମୁଣ୍ଡାର ଏକ ସରକାରୀ ସିକୃତି ପ୍ରାପ୍ତ ଦୋକାନରୁ ନକଲି ମଦ ଠାବ କରିଛି ଅବକାରୀ ବିଭାଗ। ପାଖାପାଖି ୪୦ ଲକ୍ଷ ଟଙ୍କାର ମଦ ଜବତ କରିଛି ଅବକାରୀ ବିଭାଗ। ନକଲି ସିଲ ଓ ନକଲି ମଦ ତିଆରି କରି ମଦ ମାଫିଆ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି ।

ସୁଭଦ୍ରା ଯୋଜନାକୁ ନେଇ ବଡ଼ କଥା କହିଲେ ଉପମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପିଏମ ମୋଦି।  ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ଟଙ୍କା । ଏହାରି ଭିତରେ ମାତିଲେଣି ସାଇବର ଠକ । କିଛି ହିତାଧିକାରୀଙ୍କ ମୋବାଇଲକୁ ଫେକ୍ ଲିଙ୍କ୍ ଆସୁଛି। ତେଣୁ ଏଭଳି ଲିଙ୍କରେ କ୍ଲିକ୍  ନକରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

୬୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ କଲେଣି ଆବେଦନ : ପ୍ରଭାତୀ ପରିଡ଼ା

୬୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ କଲେଣି ଆବେଦନ। ଏନେଇ ଆଜି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟର ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି ସେ ପୁଣିଥରେ ଦୋହରାଇଛନ୍ତି।ପ୍ରଧାନମନ୍ତ୍ରୀ

ଗଣେଶ ଭସାଣି ବେଳେ ବୁଲିଲା ଖଣ୍ଡା; ବଡ଼ ଭାଇ ମୃତ, ସାନ ଗୁରୁତର

ଗଣେଶ ଭସାଣି ବେଳେ ଆରମ୍ଭ ହେଲା ବଚସା। ଏହି ବଚସା କ୍ରମଶଃ ଉଗ୍ର ରୂପ ଧାରଣ କଲା। ବୁଲିଲା ମାରଣାସ୍ତ୍ର ଓ ଛାରଖାର ହୋଇଗଲା ପରିବାର। ଏପରି ଏକ ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତୁଲୁ ଗ୍ରାମରେ ଘଟିଛି। ଉଭୟ ପକ୍ଷଙ୍କ ମଧ୍ୟରେ ଲାଗିଥିବା ଗଣ୍ଡଗୋଳରେ ବଡ଼ ଭାଇର ମୃତ୍ୟୁ

ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଗଲା ଟଙ୍କା । ପରୀକ୍ଷା ମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି । ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଟଙ୍କା ଆକାଉଣ୍ଟକୁ ଯିବ । ଶେଷ ଯୋଗ୍ୟ ମହିଳାଙ୍କ ପର୍ଯ୍ୟନ୍ତ ଯୋଜନା

ମଙ୍ଗଳବାର ବିଏମ୍‌ସି ଅଞ୍ଚଳରେ ସବୁ ସ୍କୁଲ ଛୁଟି

ଆସନ୍ତା ୧୭ ତାରିଖ (ମଙ୍ଗଳବାର) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିବେ । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅନ୍ତର୍ଗତ ସମସ୍ତ ସ୍କୁଲ୍ ଓ କଲେଜକୁ ସଂପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି । କେବଳ ଏତିକି ନୁହେଁ ସମସ୍ତ ସରକାରୀ

ଆପାର୍ଟମେଣ୍ଟରେ ଖେଳାଇଲେ ଆତଙ୍କ

ଅସୁରକ୍ଷିତ ରାଜଧାନୀର ଆପାର୍ଟମେଣ୍ଟ । ଆତଙ୍କ ଖେଳାଇଛନ୍ତି ଲୁଟେରା । ଯେମିତି ପୋଲିସକୁ ଖାତିର ନାହିଁ । ପ୍ରତିଦିନ ଆପାର୍ଟମେଣ୍ଟରେ ପଶି ଲୁଟପାଟ୍ କରୁଛନ୍ତି । ଦିନକ ତଳେ ଜଣେ ବୈଜ୍ଞାନିକଙ୍କ ଘରୁ ୫୦ ଭରିର ସୁନା ଲୁଟିନେଥିବା ବେଳେ ଆଜି ପୁଣି ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଘରୁ ୨୦ ଲକ୍ଷ

୧୭ରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

17 ତାରିଖରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ଜୋରଦାର୍ ପ୍ରସ୍ତୁତି । ଜନତା ମୈଦାନରେ ପିଏମଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ ଲକ୍ଷାଧିକ ମହିଳା । ସ୍ଥିତି ଅନୁଧ୍ୟାନ ପାଇଁ  ଜନତା ମୈଦାନରେ