ବିଧାନସଭା ରେ ଉଠିଲା ଏମବିକେ ଏବଂ ସିଆରପି ପ୍ରସଙ୍ଗ
ବିଧାନସଭା ଗୃହରେ ଉଠିଲା ଏମବିକେ, ବ୍ୟାଙ୍କ ମିତ୍ରଙ୍କ ଆନ୍ଦୋଳନ ପ୍ରସଙ୍ଗ । ପିଏମଜି ପ୍ରସଙ୍ଗରେ ଆଜି ବିଧାନସଭା ଗୃହରେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହୋଇଛି l ଗୃହରେ ଏମବିକେ, ସିଆରପିଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଲା ବିଜେଡ଼ି l ରୁଲିଂ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା!-->…
