Odia News Portal
Browsing Tag

swadhikar news

ଡେରାବିଶ ସିଡିପିଓଙ୍କୁ କାର୍ଯ୍ୟରୁ ହଟାଗଲା

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କ ନାଁରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ଗତକାଲି ଜଣେ ମହିଳା କିରାଣୀ ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଏହାପରେ ଆଜି ତାଙ୍କୁ

ଗର୍ଭବତୀ କିରାଣିଙ୍କୁ ସିଡିପିଓଙ୍କ ନିର୍ଯାତନା: କରୁଣ କାହାଣୀ ବଖାଣିଲେ

କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ୍‌ ମହିଳା ଓ ଶିଶୁ ସମନ୍ବିତ ବିଭାଗର ଜଣେ ଗର୍ଭବତୀ କିରାଣିଙ୍କୁ ସିଡିପିଓ ନିର୍ଯାତନା ଦେବାରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେବା ଅଭିଯୋଗ ଘଟଣା ଏବେ କେବଳ କେନ୍ଦ୍ରାପଡ଼ା ଜିଲା ନୁହେଁ, ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ

ବର୍ଷିଲେ ସୁନନ୍ଦା, କହିଲେ – ଯାଜପୁରରେ ଏବେବି ବବିଙ୍କ ରାଜ

ବିଜେଡିରେ ଅଫିସର ଟିକେଟ ବାଣ୍ଟୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ମୋହର ମାରିଛନ୍ତି ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ । ଏଥିସହ ପାଣ୍ଡିଆନ ନବୀନ ନିବାସରୁ ଦଳର କଥା ବୁଝୁଥିବା ବେଳେ ଯାଜପୁରରେ କେବଳ ବବିଙ୍କ ରାଜ ଚାଲିଥିବା ନେଇ ବି କହିଛନ୍ତି ସୁନନ୍ଦ। ଗତକାଲି ଦଳ

ଶବ ଦାହ ପାଇଁ ସ୍ବର୍ଗଦ୍ବାରରେ କାଠ ବଦଳରେ ବ୍ୟବହାର ହେବ ଗୋବର ଘସି

ସ୍ବର୍ଗଦ୍ବାରରେ ଏଣିକି ଶବ ଦାହ ଲାଗି କାଠ ବଦଳରେ ବ୍ୟବହାର ହେବ ଗୋବର ଘସି। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ । ଏନେଇ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି । ଗୋ ସୁରକ୍ଷା, ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ ଗଠିତ ହେବ କମିଟି।

ମହାରାଷ୍ଟ୍ରରୁ ଓଡ଼ିଶା ଆସିବେ ଆଉ ୫ ବାଘୁଣୀ

ଓଡ଼ିଶା ଆସିବେ ୫ ବାଘୁଣୀ । ମହାରାଷ୍ଟ୍ରରୁ ୫ ବାଘୁଣୀ ଓଡ଼ିଶା ଅଣାଯିବ । ବର୍ତ୍ତମାନ ଶିମିଳିପାଳରେ ଗୋଟେ ବାଘୁଣୀ ଛଡା ଯାଇଛି । ଖୁବ କମ୍‌ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡ଼ା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଲୋକଙ୍କ ସହମତିରେ ବାଘୁଣୀ ଛଡ଼ା ଯିବ ବୋଲି ଜଙ୍ଗଲ ଓ

ବିଜେପିରେ ମିଶିଲେ ବ୍ଲକ୍‌ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ

ବିଜେପିରେ ମିଶିଲେ ଗଁଦିଆ ବ୍ଲକ୍‌ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ବିଜେଡି ଛାଡି ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସରକାରୀ ବାସ ଭବନଠାରେ ସେ ବିଜେପିରେ ସାମିଲ୍‌ ହୋଇଛନ୍ତି। ଶ୍ରୀ ପାତ୍ର ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ

ଗର୍ଭବତୀ କର୍ମଚାରୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ; ଜନ୍ମ ପୂର୍ବରୁ ଆଖି ବୁଜିଲା ଛୁଆ

ନିଷ୍ଠୁର ହୋଇଗଲେ ସିଡିପିଓ। ମହିଳା ହୋଇ ବି ଜାଣି ପାରିଲେନି ଅନ୍ୟ ଜଣେ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା। ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳାଙ୍କ କଷ୍ଟ ଦେଖି ତାଙ୍କ ହୃଦୟ ତରଳିଲା ନାହିଁ। ଆଉ ନିଜ ପଦ ତଥା କ୍ଷମତାର ଅପବ୍ୟବହାର କରି ନିଜର ଜଣେ ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ

ଜୟନାରାୟଣଙ୍କ ବଡ଼ ବୟାନ; କହିଲେ, ଶାହାଙ୍କ ଗୋଟିଏ ହ୍ବିସଲରେ ଭାଙ୍ଗିଯିବ ବିଜେଡି

ବିଜେଡି ଆଜି ବି ଏକ ନମ୍ବର, ଆଜି ନିର୍ବାଚନ ହେଲେ ବିଜେଡି ୧୪୦ ସିଟ୍ ଜିତିବ । ଏଭଳି ଦମ୍ଭୋକ୍ତି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ତା ସହ ପ୍ରମିଳା କହିଛନ୍ତି ତାଙ୍କ ଦଳର କେହି ନେତା ବିଷୋଦଗାର କରୁନାହାଁନ୍ତି । ପ୍ରସନ୍ନ ପାଟ୍ଟଶାଣୀ

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଧନ୍ବନ୍ତରୀ ଜୟନ୍ତୀ ଉପଲକ୍ଷେ ୧୨ ହଜାର ୮୫୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ। ଏହି ଅବସରରେ ଜଟଣୀର ଗୋଠପାଟଣା ଠାରେ ଥିବା ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟେରୀ ସେଣ୍ଟର ଠାରେ ଓଡ଼ିଶାରେ

ଦେଶର ୪୦ଟି ସ୍ଥାନରେ ଅନୁଷ୍ଠିତ ହେବ ନିଯୁକ୍ତିମେଳା

ମଙ୍ଗଳବାର ଦେଶର ୪୦ଟି ସ୍ଥାନରେ ଅନୁଷ୍ଠିତ ହେବ ନିଯୁକ୍ତିମେଳା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ଣ ସାଢ଼େ ୧୦ଟାରେ ଆଭାସୀ ମାଧ୍ୟମରେ ୫୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ । ଭୁବନେଶ୍ୱରରେ ହେବାକୁ ଥିବା ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ