Odia News Portal
Browsing Tag

swadhikar news

ବାଂଲାଦେଶରୁ ଅନୁପ୍ରବେଶ ଭୟ

ଅଶାନ୍ତ ବାଂଲାଦେଶରୁ ଅନୁପ୍ରବେଶକାରୀ ସମୁଦ୍ର ପଥରେ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଆଗୁଆ ସତର୍କ ହୋଇଛି ଓଡ଼ିଶା ସରକାର। ଅନୁପ୍ରବେଶକୁ ରୋକିବା ପାଇଁ ସମୁଦ୍ର କୂଳିଆ ଥାନା ଗୁଡ଼ିକୁ ସତର୍କ କରାଯାଇଛି। ଏଥିସହ ସମୁଦ୍ରରେ ଘନଘନ ପାଟ୍ରୋଲିଂ କରାଯାଉଛି ବୋଲି ପୁଲିସ୍‌

ଆଠଗଡ଼ ବିଡିଓ ଗିରଫ

ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ବିଡିଓ ଆୟଠାରୁଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଗତକାଲି ପ୍ରଦୀପଙ୍କ ପୈତୃକ ଘର ସମେତ

ରାଜଧାନୀ ପୁଣି ରକ୍ତରଞ୍ଜିତ: ଦୁଇ ସାଙ୍ଗଙ୍କୁ ଛୁରି ଭୁସି ମାରିଲେ ଦୁର୍ବୃତ୍ତ

କିଛି ଦିନ ପରେ ପୁଣି ରକ୍ତରଞ୍ଜିତ ହୋଇଛି ରାଜଧାନୀ । ଏୟାରଫିଲ୍ଡ ଥାନା ଅଧୀନ କୁହା ଅଞ୍ଚଳରେ ୨ ସାଙ୍ଗଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଆପାର୍ଟମେଣ୍ଟରେ ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଉକ୍ତ କୁହା ଗାଁର ୧୦ରୁ ଅଧିକ ଯୁବକ ଏଭଳି କାଣ୍ଡ ଭିଆଇଛନ୍ତି । ମୃତ ଯୁବକ ଦ୍ୱୟ ହେଲେ କୁହା

ପୂର୍ବ ସରକାର ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷା ଚିନ୍ତା କରିନାହାନ୍ତି : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ମହାପ୍ରଭୁଙ୍କ ଖଣିରୁ ୨୧ କୋଟି ଲୁଟ୍ ପ୍ରସଙ୍ଗ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଖଣି ଖଜଣା ଦେଉନଥିଲେ କାର୍ଯ୍ୟାନୁଷ୍ଠାନ । ପୂର୍ବ ସରକାର ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷା ଚିନ୍ତା କରିନାହାନ୍ତି । ୨୦୦୩ର ୟୁନିଫର୍ମ ପଲିସି ଆଧାରରେ ପ୍ରକ୍ରିୟା ଆଗକୁ ବଢିବ ।

ଆସୁଛି ଆଉ ଏକ ଲଘୁଚାପ, ୧୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ପୁଣି ଆସୁଛି ଆଉ ଏକ ଲଘୁଚାପ। ତେବେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ସମାନ୍ତରାଳ ଭାବେ ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉକ୍ତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗାଟ୍‌। ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତକାଲି ନିରାଶ ହେବା ପରେ କୁସ୍ତିରୁ ସନ୍ୟାସ ନେଇଛନ୍ତି। ଏହି ଅପ୍ରତ୍ୟାଶିତ ବିଫଳତା ପରେ

ଭୁବନେଶ୍ୱରରେ ବାର୍ ମାଲିକ ଓ ଏଜେଣ୍ଟ ଗିରଫ

ରାଜଧାନୀ ଭୁବନେଶ୍ୱରରେ ବାର ଗାର୍ଲଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବାର୍‌ ମାଲିକ ଶିବ ପ୍ରସାଦ ମଲ୍ଲିକ। ତାଙ୍କ ସହିତ ଜଣେ ଏଜେଣ୍ଟଙ୍କୁ ମଧ୍ୟ ଗିରଫ କରିଛି ପୁଲିସ। ତାଙ୍କ ନାଁ ଜ୍ୟୋତି ପ୍ରକାଶ ନାୟକ। ଟଙ୍କା ନ ଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିଲେ ଶିବ ପ୍ରସାଦ

ଜିମରୁ ଫେରିବା ବେଳେ ଯୁବକଙ୍କୁ ଗୁଳିମାଡ଼

ଜିମରୁ ଫେରିବା ବେଳେ ଯୁବକଙ୍କୁ ଗୁଳିମାଡ଼। ଗୁଳିମାଡ଼ରେ ଯୁବକ ଗୁରୁତର। ବାଲେଶ୍ବର ଜିଲ୍ଲା ରେମୁଣା ନିକଟ ବାଲିଆରେ ଏଭଳି ଗୁଳିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ୪ଜଣ ଦୁର୍ବୃତ୍ତ ଗୁଳି ମାରିଛନ୍ତି। ଯୁବକଙ୍କ ନାକରେ ବାଜିଛି ଗୁଳି। ଯୁବକଙ୍କ ନାମ ମନୋରଞ୍ଜନ ବିନ୍ଧାଣୀ ଓରଫ ଲିପୁ ବୋଲି

ଏବର୍ଷ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ

ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ ଚଳିତ ବର୍ଷ

 ରଶ୍ମୀ ସ୍ବାଇଁ ଜାମ୍ମୁକାଶ୍ମୀର ଡିଜିପି

ରଶ୍ମୀ ସ୍ବାଇଁ ଜାମ୍ମୁକାଶ୍ମୀର ଡିଜିପି । ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁ ହେଲେ ଜାମ୍ମୁକାଶ୍ମୀର ଡିଜିପି । AGMUT କ୍ୟାଡର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ ସ୍ବାଇଁ । ରଶ୍ମୀରଂଜନଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି । ସେପ୍‌ଟେମ୍ବର ୩୦ ପର୍ଯ୍ୟନ୍ତ ଡିଜିପି