ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ପାର
ରାଜ୍ୟରେ ଗତ ସାତ ଦିନରେ ୧୦୦୦ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାଦ୍ବାରା ମୋଟ ରୋଗୀଙ୍କ ସଂଖ୍ୟା ୬୪୪୦ରେ ପହଞ୍ଚିଛି। ସେହିପରି ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗ ବଢୁଥିଲେ ହେଁ ଏପର୍ୟ୍ୟନ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ୭ ଦିନ ପୂର୍ବରୁ ରାଜ୍ୟରେ ୫୩୫୭!-->…
