୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ
ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାରଠୁ ସେ ତିନି ଦିନିଆ ୟୁଏସ ଗସ୍ତରେ ଯାଇଛନ୍ତି । ଏହି ବିଦେଶ ଯାତ୍ରାରେ ବେଳେ ସେ କ୍ୱାଡ୍ ଶିଖର ସମ୍ମିଳନୀରେ ସାମିଲ୍ ହେବେ । ଏଥିସହ ବିଭିନ୍ନ ଦେଶର ନେତାଙ୍କ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦି ।
ନରେନ୍ଦ୍ର ମୋଦି ନିଜ ଗସ୍ତ!-->!-->!-->…
