Odia News Portal
Browsing Tag

swadhikar news

ଲଟ୍‌କା ପରେ ଚାଲିଛି ଢାବା ଖାଲି

କାଲି ପ୍ରଶାସନ ଲଗାଇଥିଲା ଲଟକା । ଆଜି ଖାଲି କରାଯାଉଛି ଢାବା । ଯାଜପୁର ନେଉଳପୁର ସ୍ଥିତ ଧର୍ମଶାଳା ଭବନ ପରିସରରେ ଥିବା ବଲେ ବଲେ ଢାବା ଖାଲି କରାଯାଉଛି । ଗତକାଲି ଢାବା ଖାଲି କରିବା ପାଇଁ ନୋଟିସ୍ ଜାରି ହୋଇଥିଲା । ହୋଟେଲ ଚଳାଉଥିବା ମାଲିକ ଆଜି କର୍ମଚାରୀଙ୍କୁ ଲଗାଇ ହୋଟେଲ୍ ସାମଗ୍ରୀକୁ

‘ରଥଯାତ୍ରାରେ ୧୫୦୦୦ ଯାତ୍ରୀଙ୍କ ପାଇଁ ଷ୍ଟେସନ୍‌ରେ ହେବ ରହିବା ବ୍ୟବସ୍ଥା’

ରଥଯାତ୍ରାରେ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍। ଗତ ବର୍ଷ ଅପେକ୍ଷା ଏଥର ଅଧିକ ଟ୍ରେନ୍ ଚାଲିବ। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ

‘ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି’

ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା। ସେହିପରି ମଣ୍ଡିରୁ ଧାନ ନେଇଯାଉଥିବା ଗାଡ଼ିରେ ଲଗାଯିବ GPS। ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ମଣ୍ଡିରେ ସିସିଟିଭି ଲଗାଯିବ। ଦୁର୍ନୀତି

ଦୁବାଇରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ; ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ

ପେଟ ପାଟଣା ପାଇଁ ମାସକ ତଳେ କାମ କରିବାକୁ ସୁଦୂର ଦୁବାଇ ପଳାଇଥିଲେ। ଏକ କମ୍ପାନୀରେ ପ୍ଲମ୍ବର୍ ଭାବେ କାମ କରୁଥିଲେ। କିଛି ଦିନ କମ୍ପାନୀରେ କାମ କରିବା ପରେ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିଲା । ଏପରିକି ଠିକ୍‌ରେ ଖାଇବାକୁ ଦେଇ ନଥିଲା। ଶ୍ରମିକମାନେ

ଧର୍ମଶାଳା ବଲେ ବଲେ ଢାବାରେ ଚାଲୁଥିଲା କଣ? ଲୋକଙ୍କ ଅଭିଯୋଗ ଆସୁଥିଲେ ଆଗ ଧାଡିର ହିରୋଇନ୍

ଧର୍ମଶାଳା ବଲେ ବଲେ ଢାବାରେ ଚାଲିଥିଲା କଣ ? ସ୍ଥାନୀୟ ଲୋକଙ୍କ ଅଭିଯୋଗ ଲଜକୁ ଆସୁଥିଲେ ଆଗଧାଡିର ଅଭିନେତ୍ରୀ । ବହୁ ସେଲିବ୍ରିଟି ମଧ୍ୟ ଲଜକୁ ଆସୁଥିବା ଅଭିଯୋଗ କରିଛନ୍ତି । ଧର୍ମଶାଳା ଭବନରେ ଥିବା ବଲେ ବଲେ ଢାବା ଓ ଲଜକୁ ସିଲ କରିବା ନିର୍ଦ୍ଦେଶ ପରେ ଏଭଳି ଅଭିଯୋଗ ସବୁ ସାମ୍ନାକୁ ଆସିଛି

ଆଜି ମହାତ୍ମାଗାନ୍ଧୀଙ୍କ ସମାଧି ସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଘାଟ ଯିବେ। ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡା ରାଜଘାଟ ଯାଇ ମହାତ୍ମାଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେହିପରି ପୂର୍ବତନ

ଆଇନ ମନ୍ତ୍ରୀ କହିଲେ, ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା

ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଯାହା ନିର୍ବାଚନରେ କୁହାଯାଇଥିଲା ତାକୁ ଗ୍ରାଉଣ୍ଡରେ କରି ଦେଖାଇବେ ସରକାର । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏବେ ସୁଭଦ୍ରା ଯୋଜନାର ମୋଡାଲିଟି ତିଆରି ଚାଲିଛି, ଏହାପରେ କ୍ରିୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହେବ

ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ରୋକିବା ମନ୍ତ୍ରୀଙ୍କ ପରାମର୍ଶ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସରକାରଙ୍କ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ସମସ୍ତ ପ୍ରକାର

ମନୋଜ ଆହୁଜା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ 

ମନୋଜ ଆହୁଜା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ୧୯୯୦ ମସିହାର ଏହି ଆଇଏଏସ୍ ଅଫିସର ପ୍ରଦୀପ ଜେନାଙ୍କ ପରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୩୦ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ

ଧର୍ମଶାଳା ବିଧାୟକ, ପ୍ରଣବ ବଳବନ୍ତରାୟଙ୍କୁ କଲେ ସିଧା ଆଟାକ୍

ଆଟାକିଂ ମୁଡ୍ ରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ନବୀନ ସରକାର ଓ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଖଣି ପାଣିଠୁ ନେଇ ବ୍ଲକରେ ଏକାଧିକ ଦୁର୍ନୀତିରେ ପୂର୍ବ ବିଧାୟକଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି । ବ୍ଲକରେ କାର୍ଯ୍ୟ