Odia News Portal
Browsing Tag

swadhikar news

ହାକ୍ କରି ବିକ୍ରି ହେଉଛି ଚାକିରି

ଗଜପତି ଜିଲ୍ଲାର ଜଣେ ପ୍ରାର୍ଥୀ। ଗତ ବର୍ଷ ଜୁଲାଇ ମାସରେ ପଂଚାୟତ ନିବାର୍ହୀ ଅଧିକାରୀ ବା ପିଇଓ ପରୀକ୍ଷାରେ ୧୮୦ ମାର୍କରୁ ରଖିଥିଲେ, ମାଇନସ୍ ୭। ମାନେ ଶୂନ ଠାରୁ ବି କମ। କିଛି ମାସ ପରେ ଅର୍ଥାତ୍ ୨୦୨୪ ଏପ୍ରିଲ ମାସରେ ସେ ଫରେଷ୍ଟ ଗାର୍ଡ ପାଇଁ ଲିଖିତ ପରୀକ୍ଷା ଦେଲେ। ଆଉ ତାଙ୍କୁ ୧୫୦

ସୁଜିତଙ୍କ ବିସ୍ଫୋରକ ବୟାନ: ଗୋଲାମୀ ପାଇଁ ବାଧ୍ୟ କରୁଥିଲେ

ବିଜେଡିରୁ ଇସ୍ତଫା ଦେଉ ଦେଉ ବିଜେପିରେ ମିଶିଥିବା ସୁଜିତ କୁମାର ବିସ୍ଫୋରକ ବୟାନ ଦେଇଛନ୍ତି । ବିଜେଡିରେ ଜଣେ ଦୁଇ ଜଣଙ୍କ ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା ବୋଲି ସୁଜିତ କୁମାର କହିଛନ୍ତି । ସେ କହିଛନ୍ତିଯେ ପ୍ରାୟ ଦେଢ଼ ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା । କୌଣସି ଦଳୀୟ

ପଦ୍ମ ଧରିଲେ ସୁଜିତ କୁମାର

ବିଜେପିରେ ମିଶିଲେ ସୁଜିତ କୁମାର । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସୁଜିତ କୁମାର ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତ୍ତୃହରି ମହାତାବଙ୍କ ଉପସ୍ଥିତିରେ ସୁଜିତ କୁମାର ପଦ୍ମ ଧରିଛନ୍ତି । ଏହି

ବିଜେଡିରୁ ବହିଷ୍କୃତ ହେଲେ ସୁଜିତ

ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେଉ ଦେଉ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିଷ୍କାର କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ବହିଷ୍କୃ୍ତ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ବିଜେଡି ପକ୍ଷରୁ

ବଜ୍ରପାତ ମୃତ୍ୟୁକୁ ନେଇ ଚିନ୍ତା, ୫ ବର୍ଷରେ ଓଡି଼ଶାରେ ୧୧୦୩ ମୃତ୍ୟୁ

ବଜ୍ରପାତ ମୃତ୍ୟୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଅପେକ୍ଷାକୃତ ଭାବେ ଓଡ଼ିଶାରେ ଅଧିକ ବଜ୍ରପାତ ମୃତ୍ୟୁ ହେଉଛି। ୫ ବର୍ଷରେ ଓଡ଼ିଶାରେ ବଜ୍ରପାତ ନେଇଛି ୧୧୦୩ ଜୀବନ। ଉତ୍ତରପ୍ରଦେଶ ଓଡ଼ିଶାଠାରୁ ୫ ଗୁଣା ବଡ଼

୧୨୮୦ ଚେକଡ୍ୟାମ ନିର୍ମାଣ ପ୍ରସ୍ତାବ

ରାଜ୍ୟରେ ୧୨୮୦ଟି ଚେକଡ୍ୟାମ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଆଜି ବିଧାନସଭାରେ  ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ୨୦୨୨-୨୫ ଭିତରେ ୧୨୮୦ଟି ଚେକଡ୍ୟାମ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ୨୦୨୫ ସୁଦ୍ଧା ୫୮୫ଟି ଚେକଡ୍ୟାମ

ବିଧାନସଭା ଗୃହରେ ଉଠିଲା ରେଭେନ୍ସୋ ପ୍ରସଙ୍ଗ

ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେବା ପରଠୁ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହି ପ୍ରସଙ୍ଗ ଏବେ ବିଧାନସଭାରେ ଉଠିଛି । ଆଜି ଶୂନ୍ୟକାଳରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏଥିସହ

ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୭ କୋଟି 

ନିର୍ବାଚନ ପୂର୍ବରୁ ଗତ ବିଜେଡି ସରକାର ବାଣ୍ଟିଲେ ଶହ ଶହ କୋଟିର ଝୋଟ ବ୍ୟାଗ । ବିଧାନସଭାରେ ଝୋଟ ବ୍ୟାଗ୍ ବଣ୍ଟନ ଖର୍ଚ୍ଚ ନେଇ ହୋସ୍ ଉଡ଼ାଇବା ଭଳି ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ତଥ୍ୟ ଦେଇ

ଜ୍ଞାନ ନଥିବା ବ୍ୟକ୍ତିଙ୍କୁ କମିଶନର କରି ବସାଇଛନ୍ତି ବିଜେଡି ସରକାର:ମନ୍ତ୍ରୀ

ଫୁଡ କମିଶନର ନିଯୁକ୍ତିକୁ ନେଇ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଫୁଡ କମିଶନରଙ୍କ ନିଯୁକ୍ତିକୁ ନେଇ ଖୋଲିଲେ ପୋଲ୍‌ । ବୁଧବାର ବିଧାନସଭାରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଜ୍ଞାନ ନଥିବା ବ୍ୟକ୍ତିଙ୍କୁ କମିଶନର କରି ବସାଇଛନ୍ତି ବିଜେଡି ସରକାର ।

ହଷ୍ଟେଲ ଛାତରୁ ଡେଇଁପଡ଼ିଲେ IIT ଛାତ୍ରୀ

ଭୁବନେଶ୍ୱର IIT କ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ସେ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିଲେ। ଛାତ୍ରୀ ଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି।