ପ୍ରେମ ବିବାହକୁ ସ୍ବୀକାର କଲେନି ପରିବାର ଲୋକେ! ରେଳଧାରଣାକୁ ଡେଇଁଲେ ପ୍ରେମୀଯୁଗଳ
ପରିବାର ଲୋକେ ପ୍ରେମ ବିବାହକୁ ବିରୋଧ କରିବାରୁ ପ୍ରେମିକ ଏବଂ ପ୍ରେମିକା ଚରମ ନିଷ୍ପତ୍ତି ନେଇଛନ୍ତି। କଲହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ତେଲ ନଦୀ ରେଳ ବ୍ରିଜରେ ମାଲବାହୀ ଟ୍ରେନ୍ ଯାଉଥିବା ବେଳେ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରେମିକା ନାବାଳିକାର ଘଟଣାସ୍ଥଳରେ ମୃତ୍ୟୁ!-->…
