ଜାମ୍ମୁକାଶ୍ମୀର ଓ ହରିୟାଣା ପାଇଁ ଆସିଲା ବିଧାନସଭା ନିର୍ବାଚନ ତାରିଖ
ଭାରତୀୟ ନିର୍ବାଚନ କମିସନଙ୍କ ସାମ୍ବାଦିକ ସମ୍ମିଳନୀ । ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ନେଇ ସୂଚନା । ଜାମ୍ମୁକାଶ୍ମୀରବାସୀଙ୍କ ଭିତରେ ନିର୍ବାଚନ ନେଇ ଉତ୍କଣ୍ଠା ରହିଛି । ୧୧ ହଜାର ୮୩୮ ପୁଲିଂ ବୁଥ୍ ର ବ୍ୟବସ୍ଥା ହେବ । ୩୬୦ ମଡେଲ ପୁଲିଂ ବୁଥର ବ୍ୟବସ୍ଥା ହେବ । ଲୋକସଭା ନିର୍ବାଚନ!-->…
