ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ
ଏସସିବିରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ । ଚିକିତ୍ସା କରିବା ବାହାନାରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ମଙ୍ଗଳବାର ଥାନାରେ ଏନେଇ ଏତଲା ହୋଇଛି । ଡାକ୍ତରଙ୍କ ନାଁରେ ଏତଲା ଦେଲେ ରୋଗୀଙ୍କ ସଂପର୍କୀୟ । ସଂପର୍କୀୟ ମାଡରେ ଅଭିଯୁକ୍ତ ଡାକ୍ତର ଗୁରୁତର ହୋଇଛନ୍ତି । ଅଭିଯୁକ୍ତ ଡାକ୍ତର!-->…
