Odia News Portal
Browsing Tag

swadhikar news

ମହଙ୍ଗା ପଡ଼ିଲା ପ୍ରେମ ନିବେଦନ: ଅଗ୍ନିଶମ ଡିଆଇଜି ରାଜେଶ ପଣ୍ଡିତ ନିଲମ୍ବିତ

୨୦୦୭ ବ୍ୟାଚ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଜ କ୍ଷମତାର ଅପବ୍ୟବହାର କରି ଜଣେ ମହିଳା ଇନ୍ସପେକ୍ଟରଙ୍କୁ ପ୍ରେମ ନିବେଦନ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ରାତିରେ ଦିଲ୍ଲୀ ଚାଲିଥିବା ନୀତି

ଦମକଳ କେନ୍ଦ୍ର ଖୋଲିବା ନିୟମ ନେଇ ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର

ଦମକଳ କେନ୍ଦ୍ର ଖୋଲିବା ନିୟମ ନେଇ ବିଜେପି ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର। ରାଜ୍ୟରେ ଗୋଟିଏ ବ୍ଲକରେ ଗୋଟିଏ ଦମକଳ କେନ୍ଦ୍ର ପାଇଁ ରହିଛି ସରକାରୀ ନିୟମ। ଏହି ନିୟମ ଅନୁସାରେ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଅଗ୍ନିଶମ କେନ୍ଦ୍ର କାର୍ଯ୍ୟକାରୀ ହେଉଥିବା ବିଧାନସଭାରେ ଉତ୍ତର ରଖିଛନ୍ତି

ଗୃହରେ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର

ବିଦେଶକୁ ସଫ୍ଟୱେୟାର ବିକୁଛି ଓଡ଼ିଶା। ବିଶ୍ୱ ଦରବାରରେ ବଢୁଛି ଓଡ଼ିଶା ସଫ୍ଟୱେୟାରର ଚାହିଦା। ୧୯୯୩-୯୪ରେ ୨୭ ଲକ୍ଷ ଟଙ୍କାରୁ ସଫ୍ଟୱେୟାର ବିଦେଶକୁ ବିକୁଥିବାବେଳେ ବର୍ତ୍ତମାନ ୭ ହଜାର ୫୦୦ କୋଟି ଟଙ୍କାର ସଫ୍ଟୱେୟାର ବିକୁଛି ଓଡ଼ିଶା। ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଲିଖିତ ପ୍ରଶ୍ନରେ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲା କଂଗ୍ରେସ । ଶୂନ୍ୟକାଳରେ ଏହି ନୋଟିସକୁ ବାଚସ୍ପତି ଗ୍ରହଣ କରିବାପରେ ଆଲୋଚନା ହୋଇଛି । ଅଗ୍ନିବୀର ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ହଟ୍ଟଗୋଳ ହୋଇଥିଲା । ଅଗ୍ନିବୀର

ଶିମିଳିପାଳରେ ହେବ କଳାବାଘ ସଫାରୀ, ଗ୍ରୀନ୍‌ ସିଗ୍‌ନାଲ ଦେଲା CZA

ଶିମିଳିପାଳରେ କଳାବାଘ ସଫାରୀ ପ୍ରକ୍ରିୟା ଆଉ ପାଦେ ଆଗେଇଲା। ସେଣ୍ଟ୍ରାଲ ଜୁ ଅଥରିଟି (CZA)ରୁ ମିଳିଲା ଅନୁମତି। ଏନଟିସିଏ ପରେ ସେଣ୍ଟ୍ରାଲ ଜୁ ଅଥରିଟିରୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ। ବାରିପଦାରୁ ୧୦କିମି ଦୂରରେ ୧୦୦ ଏକର ଜାଗାରେ ମଞ୍ଚିଆପଡାରେ କଳାବାଘ

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ

ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ASI ସହ ବୈଠକ ବସିବ। ଏହି ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଆଲୋଚନା ହେବ ବୋଲି ଜଣାଯାଇଛି। । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌; ୨ଟି ଟ୍ରେନ୍ ବାତିଲ ଓ ୬ଟିର ସମୟ ବଦଳିଲା

ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ଗତ ରାତିରେ ଲାଇନ୍‌ଚ୍ୟୁତ ହୋଇଛି। ମଞ୍ଚେଶ୍ୱର ଷ୍ଟେସନ ୟାର୍ଡରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ଫଳରେ ୨ଟି ଟ୍ରେନ୍‌କୁ ବାତିଲ କରାଯିବା ସହ ଓ ୬ଟି ଟ୍ରେନର ଯାତାୟାତ ସମୟ ବଦଳିଛି । ଗତକାଲି ରାତି ପ୍ରାୟ ୧ଟା ୩୫ରେ

ମୋ ବସ୍‌ରେ ଛତିଶଗଡ଼ି ମହିଳା ଲୁଟେରା: ଯାତ୍ରୀ ଅବହେଳା ହେଲେ ନେଇଯିବେ ମୂଲ୍ୟବାନ ସାମଗ୍ରୀ

 ମୋ ବସ୍‌ରେ ଯାଉଥିଲେ ଯାତ୍ରୀମାନେ ସତର୍କ ରୁହନ୍ତୁ। ଯାତ୍ରୀଙ୍କ ଭିତରେ ଛକିଛନ୍ତି ଛତିଶଗଡ଼ର ଲୁଟେରା, ମାତିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ୍। ଟିକିଏ ଅସାବଧାନ ହେଲେ କିମ୍ବା ନଜର ହଟିଲେ ଗାଏବ ହୋଇଯାଉଛି ଟଙ୍କା, ସୁନାଗହଣା। ମହିଳା ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍ ଥିବା ବେଳେ ବାହାର

୩୨ ଟଙ୍କାରେ ବିକିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଖସୁନି ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଆସୁଥିଲେ ମଧ୍ୟ ବଜାରରେ ଆଳୁ ଦର ଖସିନାହିଁ । କଟକ ଛତ୍ର ବଜାରରେ ଆଜି ଆଳୁ କେଜି ୫୦ ଟଙ୍କା ରହିଛି । ସପ୍ତାହେ ପରେ ପଶ୍ଚିମବଙ୍ଗରୁ ଧିରେ ଧିରେ ସ୍ୱାଭାବିକ ହେଉଛି ଆଳୁ ଯୋଗାଣ । ଓଡ଼ିଶାରେ ପହଞ୍ଚୁଛି ଆଳୁ ଗାଡ଼ି । ଗତକାଲି ଅପରାହ୍ନରୁ ଆଜି