Odia News Portal
Browsing Tag

swadhikar news

ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଏହି ସବୁ ଜିଲ୍ଲାରେ ଢ଼ାଳିବ ବର୍ଷା

୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ । ୩ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ୩୧ରୁ ୨ ଯାଏଁ ଛତିଶଗଡ଼ରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ

ନଦୀରେ ବୁଡି କାଉଡ଼ିଆ ମୃତ

ବୈତରଣୀ ବଲ୍ଲଭିଘାଟରେ ଅଘଟଣ। ପାଣି ଉଠାଇବା ବେଳେ ନଦୀରେ ବୁଡି କାଉଡ଼ିଆଙ୍କ ମୃତ୍ୟୁ । ଆରଡ଼ିସ୍ଥିତ ଆଖଣ୍ଡଳମଣି ବାବାଙ୍କ ନିକଟକୁ ପାଣି ନେବା ପାଇଁ ଆସି ନଦୀରେ ବୁଡିଗଲେ କାଉଡିଆ । ମୃତ କାଉଡ଼ିଆ ହେଲେ ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରଶାନ୍ତ ସାମଲ । ପ୍ରଶାନ୍ତ ବୁଡ଼ିବା

ରତ୍ନଭଣ୍ଡାର ଚାବିକୁ ନେଇ ଆଇନ୍ ମନ୍ତ୍ରୀଙ୍କ ବଡ ବୟାନ

ରତ୍ନଭଣ୍ଡାର ଚାବିକୁ ନେଇ ଆଇନ୍ ମନ୍ତ୍ରୀଙ୍କ ବଡ ବୟାନ । ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ହେବ ବୋଲି ବଡ ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଚାବି ପ୍ରହେଳିକା ଗତ ସରକାରର ବାବୁମାନେ କରିଥିଲେ । ପ୍ରହେଳିକା କରି

ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍‌, ଛାଡ଼ିଲା ବର୍ଷର ପ୍ରଥମ ବନ୍ୟାଜଳ

ଆଜି ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମର ୭ଟି ଗେଟ୍ ଖୋଲାଯାଇଛି। ଏହା ସହିତ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛି ହୀରାକୁଦ ଡ୍ୟାମ୍। ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଡ୍ୟାମ୍‌ର ବାମ ପାର୍ଶ୍ୱର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲା ଯାଇଥିଲା। ପରେ

ବଜେଟ: ଲାଗୁ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା

୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରିଛନ୍ତି ମୋହନ ସରକାର । ସ୍ୱାସ୍ଥ୍ୟସେବା ପାଇଁ ଚଳିତ ବଜେଟର ମୋଟ ୨୧ ହଜାର ୨ ଶହ କୋଟି ଟଙ୍କାର ବ୍ୟବବରାଦ ରହିଛି । ବିଗତ ବର୍ଷର ବଜେଟକୁ ଆକଳନ କଲେ ପ୍ରାୟ ୩୨ ପ୍ରତିଶତ ଅଧିକ ଓ ସମୁଦାୟ ବଜେଟର ୮ ପ୍ରତିଶତ । ରାଜ୍ୟରେ ଲାଗୁ ହେବ

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟିର ବ୍ୟୟବରାଦ

ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟିର ବ୍ୟୟବରାଦ ହୋଇଛି। ନିର୍ବାଚନ ଇସ୍ତାହାରରେ ବିଜେପି ସୁଭଦ୍ରା ଯୋଜନା ନେଇ ଘୋଷଣା କରିଥିଲା। ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୧୭ ହଜାର ୯୪୨ କୋଟି ବ୍ୟୟବରାଦ କରାଯାଇଛି। ସେହିପରି ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା 'ଯଶୋଦା'ର

ଆଳୁ ଗୋଦାମରେ ମନ୍ତ୍ରୀ

ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ ନାହିଁ କି ଆଳୁ । ଯଦି ଆଳୁ ମହଜୁଦ ଅଛି ତେବେ କାହିଁକି ଦର ବୃଦ୍ଧି ହେଉଛି । ଏହାର ସ୍ଥିତି ପରଖିବାକୁ ଆଳୁ ଗୋଦାମରେ ପହଞ୍ଚିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଭୁବନେଶ୍ୱର ଆଇଗିଣିଆ ସ୍ଥିତ ଗୋଦାମରେ ପହଞ୍ଚି ତଦାରଖ କରୁଛନ୍ତି ଖାଦ୍ୟ

ବିଧାନସଭା ଶୂନ୍ୟକାଳରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ

ବିଧାନସଭା ଶୂନ୍ୟକାଳରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ । ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ରାଜ୍ୟରେ ୨୫ ଲକ୍ଷ ଭୂତ କାର୍ଡ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଯୋଗାଣ ମନ୍ତ୍ରୀ କହିଥିଲେ ରାସନ କାର୍ଡ ପାଇଁ

ଉଦ୍ଧାର ହେଲା ମଝି ଚିଲିକାରେ ପଶିଥିବା ଡଙ୍ଗା

ସୁରକ୍ଷିତ ଉଦ୍ଧାର ହେଲା ମଝି ଚିଲିକାରେ ପଶିଥିବା ଡଙ୍ଗା । ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଆଜି ସକାଳେ ଚିଲିକା ମଝିରେ ଅଟକି ରହିଥିଲା ଡଙ୍ଗା । ଡଙ୍ଗାରେ ୧୭ଜଣ ଯାତ୍ରୀଙ୍କ ସହିତ ବାଇକ ମଧ୍ୟ ରହିଥିଲା । ଆଜି ସକାଳେ ଜହ୍ନିକୁଦା ଘାଟରୁ ଯାତ୍ରୀଙ୍କୁ ନେଇ ସାତପଡା ଅଭିମୁଖେ ବାହାରିଥିବା

ରାଜ୍ୟ ସରକାରଙ୍କ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ: ଚାଷୀଙ୍କ ପାଇଁ ନୂଆ ଯୋଜନା ‘ସିଏମ୍ କିଷାନ’

ଓଡ଼ିଶା ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ଦିନ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବଜେଟରେ କୃଷି କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ଚାଷୀମାନଙ୍କ ଲାଗି 'ସିଏମ କିଷାନ' ନାଁରେ ନୂଆ ଯୋଜନା ଆରମ୍ଭ କରିବାକୁ